pakka

ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ ଦାବୀ

bbehera

ଡୁଡୁକା, (କେପିଏନ୍‌ଏସ୍‌) : ଆଗଳପୁର ଅଞ୍ଚଳରେ ବର୍ତ୍ତମାନ ଅସହ୍ୟ ଗରମ ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏପରିକି ପ୍ରାଣୀମାନେ ମଧ୍ୟ ପାଣି ବୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି । ପଶୁପକ୍ଷୀମାନେ ଆଖପାଖ ଜଳାଶୟ ଓ ପୋଖରୀ ଆଡକୁ ଧାଉଁଛନ୍ତି । ଅଧିକାଂଶ ସ୍ଥାନରେ ଜଳାଶୟ ଶୁଖି ଯାଇଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଜଳକୁଣ୍ଡ ସ୍ଥାପନ କରିବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

fifteen − 6 =

error: Content is protected !!