ଅବକାରୀ ବିଭାଗ ପକ୍ଷରୁ ଜଲିଆ ଗ୍ରାମରେ ଚଢାଉ : ୧୮ ଲିଟର ଦେଶୀମଦ ଜବତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଗତକାଲି ଜଲିଆଠାରେ ଚଢାଉ କରାଯାଇଥିଲା । ଉକ୍ତ ଗ୍ରାମର ଜିତୁ ମାଝୀ(୨୩)ଙ୍କ ଠାରୁ ୧୮ ଲିଟର ଦେଶୀ ମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିବା ନେଇ ତୁଷୁରା ଅବକାରୀ ଅଧିକାରୀ ଅଖିଳ ପୁଟେଲଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.