csstore

ଖଇର କାଠ ବୋଝେଇ ପିକ ଅପ୍ ଭ୍ୟାନ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନ ବିଭାଗର ରାତ୍ରୀକାଳୀନ ପେଟ୍ରୋଲିଙ୍ଗ ଟିମ୍ ସରଗାଡ ପଞ୍ଚାୟତର ସିଂହାନିମୁଣ୍ଡା ନିକଟରେ ଏକ ଖଇର କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଥିବା ଜଣାଯାଇଛି । ଗତକାଲି ରାତିରେ ସିଜି ୦୭ ବିଏଲ୍ ୫୮୯୧ ନମ୍ବର ବିଶିଷ୍ଟ ଏହି ଗାଡ଼ିରେ ଖଇର କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ରେଞ୍ଜର ପାଉଲ୍ ହରପାଲ, ସରଗାଡ ଫରେଷ୍ଟର ସମୀର ରଞ୍ଜନ ମହାପାତ୍ର, ରାଜକୁମାର ଭୁଏ, ସୁଜିତ୍ ସାହୁ ପ୍ରମୁଖ ଚଢ଼ାଉ କରିଥିଲେ ।

jayashree
Leave A Reply

Your email address will not be published.