om academy

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

jsm

ଭଦ୍ରକ : ବିଜେଗଙ୍ଗାଧରପୁର ଗାଁ ତାରିଣୀ ଛକଠାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଯୁବକ ଜଣକ ଏକ ବିବାହ ଭୋଜିରେ ଯୋଗ ଦେଇଥିଲେ । ହେଲେ ସେଠାରେ ବଚସା ହେବା ସହ ଗଣ୍ଡଗୋଳ ହୋଇଥିଲା । ପରେ ଭୋଜି ସାରି ରାତିରେ ଯୁବକ ଜଣକ ଫେରିବା ସମୟରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଭୋଜି ବେଳେ ବଚସାକୁ ନେଇ ଶତ୍ରୁତା ରଖି ଏପରି କାଣ୍ଡ ଘଟିଥିବା କୁହାଯାଉଛି । ଏନେଇ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି । ଯୁବକଙ୍କ ମୃତ୍ୟୁକୁ ନେଇ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.