କୋର୍ଟ ପକ୍ଷରୁ ପଳାତକ ଘୋଷିତ ହୋଇଥିବା ଡେବିଡ ସରନ ନାଗ ଆଜି କୋର୍ଟରେ ହାଜର ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାରମ୍ବାର କୋର୍ଟର ସମନ ଆସି ୱାରେଣ୍ଟ ଜାରି ହେବା ପରେ ମଧ୍ୟ ଡୁଙ୍ଗୁରିପଡାର ଡେବିଡ ସରନ ନାଗ କୋର୍ଟରେ ହାଜିର ହେଉ ନଥିବା ବେଳେ ଗତ କିଛି ଦିନ ତଳେ ଟାଉନ ପୋଲିସ ପକ୍ଷରୁ ଏସ୍‌ଡିପିଓ ତୋଫାନ ବାଗ ଓ ଆଇଆଇସି କେ. ପ୍ରିୟଙ୍କା ରାଉତ ରାୟଙ୍କ ଉପସ୍ଥିତିରେ ଡେବିଡ ସରନ ନାଗଙ୍କ ଘରେ ଏକ କୋଟିସ ଜାରି କରାଯାଇ ୭ ଦିନ ମଧ୍ୟରେ ଯଦି କୋର୍ଟ କିମ୍ବା ନିକଟସ୍ଥ ଥାନାରେ ହାଜିର ନହେଲେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାତିକରଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ତେବେ ଆଜି ଡେବିଡ ସରନ ନାଗ କୋର୍ଟରେ ହାଜିର ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.