ମଣିପୁରରେ ପୁଣି ହିଂସା : ଗୁଳିମାଡ଼ରେ ୨ ମୃତ, ୭ ଆହତ

ମଣିପୁର : ମଣିପୁରରେ ପୁଣି ହିଂସା । ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ଖବର ମିଳିଛି । ବିଷ୍ଣୁପୁର-ଚୂରଚାନ୍ଦପୁର ସୀମାରେ ଚାଷ ଜମିରେ ଏହି ଗୁଳିମାଡ଼ ଘଟିଛି । କୃଷକମାନେ ଚାଷ କରୁଥିବା ବେଳେ ଆଖିବୁଜା ଗୁଳିମାଡ଼ ହୋଇଥିବା । ସମସ୍ତ ମୃତାହତଙ୍କୁ ଚିହ୍ନଟ କରିଛି ପୋଲିସ । ତେବେ ୪ ଜଣଙ୍କୁ ଗିରଫ କରିଛି ମଣିପୁର ପୋଲିସ ।

Leave A Reply

Your email address will not be published.

1 × 5 =