ବଣାଇ ସଦରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଗର୍ତ୍ତ

ବଣାଇ, (ହବିବ ମହମ୍ମଦ) : ବଣାଇ ସଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦେଓଗାଁ ଛକରୁ କୋଡିଏ ମିଟର ଦୂରରେ ରାସ୍ତାମାଝିରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଏ ରାସ୍ତା ଦେଇ ଶତାଧିକ ଗାଡି ଯିବା ଆସିବା କରେ ସେ ମଧ୍ୟରେ ପ୍ରଶାସନିକ ଅଧିକାରୀ ଗଣ ମଧ୍ୟ ଯିବା ଆସିବା କରନ୍ତି ହେଲେ ତାଙ୍କ ଆଖିରେ ଏଡ଼େ ବଡ଼ ଗତ ଦିଶୁନଥିବା ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଭୟ ସୃଷ୍ଟି କରୁଥିବା ଏ ଗର୍ତ୍ତ ତ୍ୱରନ୍ତ ଭରା ନଗଲେ କେତେବେଳେ ଯେ କିଏ ଏଠି ଗଳି ପଡିବେ କିଏ କହିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.