pakka

୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ୫ ଗିରଫ

bbehera

ମାଲକାନଗିରି : ମାଥିଲି ଥାନା ଅନ୍ତର୍ଗତ ଗଣ୍ଡିଆଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲ ଦେଇ କାଉଡିଆରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ୫ ଜଣ କାଉଡ଼ିଆଙ୍କୁ ଗିରଫ କରିବା ସହ ସେମାନଙ୍କର ପାଖରୁ ୧୬ ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ ଯାହାର ଓଜନ ୩୫୦ କିଲୋଗ୍ରାମ ହୋଇଥିବା ବେଳେ ବଜାର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ସମସ୍ତଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

four + sixteen =