ହୁମ୍ୟାନ୍ ରାଇଟ୍‌ସ୍ ଏବଂ ଆଣ୍ଟି କରପ୍‌ସନ୍‌ ତରଫରୁ ଗଛଲଗା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଗାନ୍ଧୀ ଓ ଜନନାୟକ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବଲାଙ୍ଗିର ହୁମ୍ୟାନ୍ ରାଇଟ୍‌ସ୍ ଏବଂ ଆଣ୍ଟି କରପ୍‌ସନ୍‌ ତରଫରୁ ଲାଲଟିକ୍ରା ଠାରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ପଟ୍ଟନାୟକ‌ଙ୍କ ନେତୃତ୍ଵରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ନୀଳାଦ୍ରି ଦେହୁରୀ, ଲିଙ୍କନ୍ ସେଠ୍ ଓ ବହୁ ସଦସ୍ୟ ।

Leave A Reply

Your email address will not be published.