କ୍ରୀଡ଼ା ଶିକ୍ଷକ ତଥା ଫୁଟବଲ୍ ରେଫରୀ ଗିରିଧାରି ସାହୁ ଆଉ ନାହାନ୍ତି ଓଡିଶା By Koshala Prabaha On Tuesday 9th March 2021, 7:01 pm Share ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ଜିଲ୍ଲା କ୍ରିଡ଼ା ଜଗତ ପାଇଁ ଏକ ଦୁଃଖଦ ଖବର ଏବେ ଜଣାପଡିଛି। ପଲ୍ଲିଶ୍ରୀ ହାଇସ୍କୁଲ୍, ସଦାଇପାଲି, କ୍ରୀଡ଼ା ଶିକ୍ଷକ ତଥା ଫୁଟବଲ୍ ରେଫରୀ ଗିରିଧାରି ସାହୁ ଆଉ ନାହାନ୍ତି । ତାଙ୍କ ଅମର ଆତ୍ମାର ସଦଗତି ପାଇଁ କ୍ରୀଡା ପ୍ରେମୀ ମିନେ ପ୍ରାର୍ଥନା କରିଛନ୍ତି । balangir news