ବେଳାମାର୍ଗରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଇକୋ ରିଭେରିଆ

କୋଣାର୍କ : ପୁରୀ-କୋଣାର୍କ ବେଳାମାର୍ଗ ଲିଆଖିଆ ବ୍ରିଜ କୁଶଭଦ୍ରା ନଦୀ କୂଳରେ ଇକୋ ରିଭେରିଆ ଉଦ୍‌ଘାଟିତ ହୋଇଯାଇଛି । ଅତିଥି ଭାବେ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି ଯୋଗଦେଇ ଫିତା କାଟି ଏହାକୁ ଉଦ୍‌ଘାଟନ କରିଥିଲେ । ନଦୀ କୂଳିଆ ଗ୍ରାମ ପରିବେଷରେ ପର୍ୟ୍ୟଟକଙ୍କୁ ଏହା ବେଶ ସୁହାଇବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଥିଲେ ।

Leave A Reply

Your email address will not be published.

four + three =