ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଦୁର୍ଘଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅନ୍ତର୍ଗତ ରସମୁଣ୍ତା ମା’ ଲକ୍ଷ୍ମୀ ରାଇସ୍ ମିଲରେ ହେମାଲ କାମ କରୁଥିବା ନୂଆଗାଁର ଜଣେ ୨୫ ବର୍ଷର ଯୁବକ ରାଇସ୍ ମିଲକୁ ଯାଉଥିବା ବେଳେ ତାର ସାମ୍‌ନା ପଟରୁ ଆସୁଥିବା କାର ଓଡି ନଂ – ୧୭ ୩୯୦୬ ସହିତ ଧକ୍କା ହେଇଥିଲା । ଆହତ ବ୍ୟକ୍ତିର ବାଇକ ସାମନା ଭାଗ ଭାଙ୍ଗିଯାଇଛି । ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ପଦ୍ମପୁର ଡାକ୍ତରଖାନାରେକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.