ୟୁପି ସ୍କୁଲ ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ପଥରଘାଟ ୟୁପି ସ୍କୁଲର ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଘରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଏକା ସାଂଗରେ ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘମାରି ସ୍ଥିତ ତାଙ୍କ ଦୁଇ ମହଲା ବିଶିଷ୍ଟ ବାସଭବନ, କେନ୍‌ଝରିଆପାଲିର ଦ୍ୱିତାଲା ବିଶିଷ୍ଟ ଘର ଉପରେ ଚଢ଼ଉ ହୋଇଥିବା ଜଣାପଡ଼ିଛି । ତେବେ ସୁବର୍ଣ୍ଣପୁର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିବା କୁହାଯାଉଛି ।

Leave A Reply

Your email address will not be published.