pakka

ବିପିସିଏଲ୍‌ ପୁଞ୍ଜି ପ୍ରତ୍ୟାହାର ଯୋଜନା ରଦ୍ଦ

bbehera

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ନିରାଶ କରିବା ପରେ କେନ୍ଦ୍ର ସରକାର ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ ଲିମିଟେଡ୍‌ (ବିପିସିଏଲ୍‌)ର ପୁଞ୍ଜିପ୍ରତ୍ୟାହାର ଯୋଜନାକୁ ରଦ୍ଦ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ଆଉ କଂପାନୀରୁ ପୁଞ୍ଜି ପ୍ରତ୍ୟାହାର ହେବନି । ଏହାକୁ ସମ୍ପୂର୍ଣ୍ଣ ବିକ୍ରି କରିବା ସରକାରଙ୍କ ଲକ୍ଷ୍ୟ ଥିଲା । ମାତ୍ର ଗୋଟିଏ ବିଡ୍‌ ଆସିବାରୁ ସରକାର ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିଛନ୍ତି ।

jay balangir
Leave A Reply

Your email address will not be published.

12 + 9 =