csstore

ଟିକ୍ରାପଡ଼ା ୟୁଜିଏମ୍‌ଇ ସ୍କୁଲ ବ୍ୟାଚ୍‌ର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୮ବର୍ଷ ବ୍ୟବଧାନ ପରେ ଟିକ୍ରାପଡ଼ା ୟୁଜିଏମ୍‌ଇ ସ୍କୁଲ ବ୍ୟାଚ୍‌ର ପିଲା ଦିନର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ସମସ୍ତ ବନ୍ଧୁମାନେ ଉପସ୍ଥିତ ରହି ସ୍କୁଲ ଦିନର ସ୍ମୃତିକୁ ଉଜାଗର କରିବା ସହିତ ସୌହାଦ୍ୟପୂର୍ଣ୍ଣ ବାତାବରଣରେ ପରସ୍ପର ମଧ୍ୟରେ ଖୁସିମଜା କରି ଆଗକୁ କିପରି ସାମାଜିକ କାର୍ଯ୍ୟକ୍ରମମାନଙ୍କରେ ସମସ୍ତେ ସାମିଲ ହୋଇ ବନ୍ଧୁତାକୁ ଦୀର୍ଘଦିନ ପର୍ଯ୍ୟନ୍ତ ରଖିପାରିବେ ସେ ଦିଗରେ ସମସ୍ତଙ୍କ ମତ ପ୍ରକାଶ ପାଇଥିଲା ।

jayashree
Leave A Reply

Your email address will not be published.