ବଲାଙ୍ଗିର ଜିଲ୍ଲାରେ ମାତ୍ର ୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓଡିଶା By Koshala Prabaha On Thursday 8th July 2021, 6:17 pm Share ବଲାଙ୍ଗିର, (କେପିଏନ୍ଏସ୍) : କରେନାର ଦ୍ୱିତୀୟ ତରଙ୍ଗ ସମୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଛି ବଲାଙ୍ଗିର ଜିଲ୍ଲାରେ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନମ୍ବର ୨ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । balangir news