ନୂଅଦିଲ୍ଲୀ ଠାରେ ବଲାଙ୍ଗିରକୁ ମିଳିଲା ଇଷ୍ଟ ଜୋନ୍‌ର ବେଷ୍ଟ ଜିଲ୍ଲା ଆୱାର୍ଡ

ବଲାଙ୍ଗିର, (କେପିଏନ୍‌ସ୍‌) : ଆଜି ବଲାଙ୍ଗିର ପାଇଁ ଖୁସିର ଦିନ । କାରଣ ଆଜି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଜାତୀୟ ଜଳ ପୁରସ୍କାରରେ ବଲାଙ୍ଗିରକୁ ଇଷ୍ଟ ଜୋନ୍‌ର ବେଷ୍ଟ ଜିଲ୍ଲା ଭାବେ ସମ୍ମାନିତ କରାଯାଇଛି । ଦେଶର ମହାମହିମ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁଙ୍କ ଠାରୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏହି ପୁରସ୍କାର ଗ୍ରହଣ କରିଥିବା ବେଳେ ଏହି ପୁରସ୍କାର ପାଇଁ ବଲାଙ୍ଗିର ଜିଲ୍ଲାକୁ ଚାରିଆଡ଼ୁ ବୁଦ୍ଧିଜୀବୀ ମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.