
ବଲାଙ୍ଗିର, (କେପିଏନ୍ଏସ୍) : ନିଖିଳ ବୈଶ୍ୟ ଶୁଣ୍ଢି ସମାଜ ପଶ୍ଚିମାଞ୍ଚଳ ଓଡିଶା କାର୍ଯ୍ୟକାରିଣୀ ବୈଠକ ସହିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିପଲପଦର ଜାମୁଟ, ମୋହନଗିରି ଅଂଚଳର ସମସ୍ତ କର୍ମକର୍ତାଙ୍କ ପ୍ରଚେଷ୍ଟାରେ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠ ବେଲଖଣ୍ଡି ମନ୍ଦିରେ ଠାରେ ନୂତନ ଭାବେ ମନୋନୀତ କର୍ମକର୍ତ୍ତାଙ୍କୁ ପାଛୋଟି ନେଇ ଭବ୍ୟ ସ୍ୱାଗତ ସହିତ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।