jsm

ଖପ୍ରାଖୋଲ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହରିଶଙ୍କର ମେଳା ଠାରେ ଖପ୍ରାଖୋଲ ବ୍ଲକ କୁମ୍ଭାର ସମାଜ ଦ୍ୱାରା ଅନ୍ନସେବା ଜାରି ରହିଛି । ଏହା ଗତ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଳିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ସଭାପତି ଅକ୍ଷୟ କୁମାର ରଣା, ଅନିଲ କୁମାର ରଣା, ନୃପରାଜ ରଣା, କୃଷ୍ଣଚନ୍ଦ୍ର ରଣା, ଶଶୀଭୂଷଣ ରଣା, ଅରୁଣ ରଣା, ସତ୍ୟନାରାୟଣ ରଣା ପ୍ରମୁଖ ଯୋଗ ଦେଇ ବ୍ଲକ ସମାଜର ଏହି କାର୍ଯ୍ୟକ୍ରମ ବହୁତ ପ୍ରଶଂସା କରିଥିଲେ । ଏହା ଦ୍ୱାରା ସମାଜର ବିଭିନ୍ନ ବ୍ୟକ୍ତିଙ୍କ ସମାଗମ ଯୋଗୁ ସୁରୁଖୁରୁରେ ଅନ୍ନସେବା ଚାଲୁଅଛି । ଏହି କାର୍ଯ୍ୟକ୍ରମକୁ ଖପ୍ରାଖୋଲ ବ୍ଲକ କୁମ୍ଭାର ସମାଜର ସଭପାତି ପଂଚମ ରଣା, ଇଇସ ରଣା, ଗୌରି ଶଙ୍କର ରଣା, ଶଶିଭୂଷଣ ରଣା, ଜିତିନ୍ଦ୍ର ରଣା, ମହେନ୍ଦ୍ର ରଣା. ନିରାକାର ରଣା, ଗାଳି ରଣା, ମେଘନାଦ ରଣା ପ୍ରମୁଖ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.