ଝାରସୁଗୁଡା ହସ୍ପିଟାଲ୍ ଥି ବି ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଦେବା ‘ଅମୃତ୍ ଆହାର୍’

ଝାରସୁଗୁଡା, (କେପିଏନ୍‌ଏସ୍‌) : ମହାମାରୀ ସମୀଆ ଥି ହସ୍ପିଟାଲ୍‌ନେ ଦୁଖ୍ ନେଇ ପଡୁ କାହାର୍ ସେଥିର୍‌ ଲାଗି ଝାରସୁଗୁଡା ହସ୍ପିଟାଲ୍ ଥି ବି ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଦେବା ‘ଅମୃତ୍ ଆହାର୍’ । ସଟଡାଉନ୍ ତହିଁକେ ରଏବାର୍ । ଝାରସୁଗୁଡ଼ା ହସ୍ପିଟାଲ୍ ପାଖେ ଆଖେ ରଏବାର୍ ଦିନେ ସବୁ ହୋଟେଲ୍, ଦୁକାନ୍ ବଜାର୍ ସାଙ୍ଗେ ସରକାରୀ ଆହାର୍ କେନ୍ଦ୍ର ବି ବନ୍ଦ୍ ରହୁଛେ । ଯତ୍ ଦ୍ୱାରା ଚିକିତ୍ସା ଲାଗି ଆସୁଥିବାର୍ ଲୋକ୍ ଭାତ୍ ମୁଠେ ବି ପାଇ ନେଇ ପାରବାର୍ । ଟାନ୍ ଖରା ଥି କେତନି କେତେ ଗୁଲ୍‌ଗୁଲା ପାଉଛନ୍ । ହେତିର ଲାଗି ପ୍ରତ୍ୟେକ୍ ରଏବାର୍ ଝାରସୁଗୁଡ଼ା ମୁଖ୍ୟ ହସ୍ପିଟାଲ୍ ସାମନା ଥି ଦିନର୍ ୧୧.୩୦ ବଜେ ସମକର୍ ପେଟେ ଭାତ୍ ମୁଠେ(ଅମୃତ୍ ଆହାର୍) ଦେବାର୍ ପ୍ରୟାସ୍ ଆରମ୍ଭ କରିଛେ “ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍” ।

Leave A Reply

Your email address will not be published.