ବାଘମାରି ନିକଟରେ ବସ୍ ଓଲଟି ୧୨ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ବାଘମାରି ନିକଟରେ ବସ୍ ଓଲଟି ୧୨ ଜଣ ଆହତ ହୋଇଥିବା ଜଣାପଡିଛି । ବଲାଙ୍ଗିରରୁ ଭୁବନେଶ୍ୱର ଆସିବା ବାଟରେ ବସ୍‌ଟି ଓଲଟି ପଡିଥିଲା । ଆହତଙ୍କ ମଧ୍ୟରେ ୨ ଗୁରୁତର ଥିବାରୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟ ୧୦ ଜଣ ଆହତ ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

4 × five =