om academy

ପୂର୍ବ ଶତୃତାରୁ ନେଇ ଆକ୍ରମଣ ଅଭିଯୋଗ : ୧ ଆହତ

jsm

ବ୍ରଜରାଜନଗର, (କେପିଏନ୍‌ଏସ୍‌) : ବ୍ରଜରାଜନଗର ଥାନା ତେଲେନପାଲିରେ ପୂର୍ବ ଶତୃତାକୁ ନେଇ ହୋଇଥିବା ଆକ୍ରମଣରେ ସ୍କୁଲପଡାର ସୁରେନ୍ଦ୍ର ସିଂହ ଆହତ ହୋଇଥିବା ଜଣାପଡିଛି । ଏନେଇ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ, ରବିବାର ରାତିରେ ସୁରେନ୍ଦ୍ର ଯାଉଥିବା ବେଳେ ଯଜ୍ଞ ମଣ୍ଡପ ନିକଟରେ ବର୍ତଲପଡାର ମିଟୁ ଗର୍ଡିଆ, ନିଖିଳ ସୁନା, ବିକି କନ୍ଦେର ଆଦି ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସୁରେନ୍ଦ୍ର ଆହତ ହୋଇଛନ୍ତି ।

Leave A Reply

Your email address will not be published.