csstore

ଧନୁର୍ଜୟ ବଗର୍ତ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଧନୁର୍ଜୟ ବଗର୍ତ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କୁଲର ପ୍ରତିଷ୍ଠାତା ଘନ ଶ୍ୟାମ ବଗର୍ତ୍ତି, ଖଗେଶ୍ୱର ରଣା ,ପିତାମ୍ବର ନାଗ, ବୁଦ୍ଧିଜୀବୀ ଜନ୍ମେଜୟ ରଣା, ପୂର୍ବତନ କିରାଣୀ ପୂର୍ଣ୍ଣଚନ୍ଦ୍ର ନାଗ, ହିନ୍ଦୀ ଶିକ୍ଷକ କୁଳେନ୍ଦ୍ର ବୈଠାରୁ ସମେତ ଅଭିଭାବକ, ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ବଗର୍ତ୍ତିଙ୍କ ଚାକିରୀ ସମୟର କାର୍ଯ୍ୟ ଶୈଳୀ, ବ୍ୟବହାର, ନିରାଡ଼ମ୍ବର ଜୀବନ ଉପରେ ମନ୍ତ୍ୟବ୍ୟ ଦେବା ଉପହାର, ଉପଢୌକନ ପୁଷ୍ପଗୁଚ୍ଛ ଦେବା ସହ କୀର୍ତ୍ତନ ମଣ୍ଡଳୀ ସହ ଘରକୁ ନେଇଥିଲେ ।

jayashree
Leave A Reply

Your email address will not be published.