ନୂଆଦିଲ୍ଲୀ : ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଏସ୍ବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି । ସବୁ ସର୍କଲ ଓ ଲୋକାଲ୍ ଅଫିସ ପାଇଁ ସିଜିଏମ୍ଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିବା ବେଳେ ଏସ୍ବିଆଇ ପକ୍ଷରୁ କୁହାଯାଇଛି ଯେ, ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ରିକ୍ୟୁଜିସନ ସ୍ଲିପ କିମ୍ବା କୌଣସି ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ନାହିଁ ।
Prev Post