pakka

ଆଜି ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ

bbehera

ନୂଆଦିଲ୍ଲୀ : ଆଜି ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ । ୫୭ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡର ଚର୍ଚ୍ଚିତ ହିରୋ ଶାହାରୁଖ । ଆଜିଯାଏଁ ସବୁବେଳେ ଫ୍ୟାନମାନଙ୍କ ହୃଦୟରେ ରାଜ କରି ଆସିଛନ୍ତି କିଙ୍ଗ ଖାନ୍‌ । ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ଉତଥାନ ପତନ ଦେଖିଛନ୍ତି । ହେଲେ ତାଙ୍କ ଏହି ଯାତ୍ରାରେ ସେ ଫ୍ୟାନମାନଙ୍କର ବେଶ ଲୋକପ୍ରିୟ ହୋଇଛନ୍ତି । ତେବେ ଶାହରୁଖ ଖାନଙ୍କ ଫ୍ୟାନ୍ସମାନଙ୍କ ପାଇଁ ଆଜିର ଦିନ କୌଣସି ଉତ୍ସବ ଠାରୁ କମ୍ ନୁହେଁ । ଏହି ଅବସରରେ ତାଙ୍କ ଜନ୍ମଦିନକୁ ନେଇ ପ୍ରଶଂସକମାନେ ଖୁବ୍‌ ଉତ୍ସାହିତ ଅଛନ୍ତି ।

jay balangir
Leave A Reply

Your email address will not be published.

eighteen − twelve =