ଦିନିିକିଆ ଶୃଙ୍ଖଳା ମ୍ୟାଚ୍‌ରେ ଭାରତର ଧୂଆଁଧାର ବିଜୟ

ନୂଆଦିଲ୍ଲୀ : ଇଂଲଣ୍ଡ ମାଟିରେ ୩ୟ ଥର ଦିନିିକିଆ ଶୃଙ୍ଖଳା ମ୍ୟାଚ୍‌ରେ ଜିତିଛି ଭାରତୀୟ କ୍ରିକେଟ୍‌ ଦଳ । ରବିବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଲ୍‌ରାଉଣ୍ଡ ସଫଳତା ଓ ରିଷଭ ପନ୍ଥଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡକୁ ୫ ୱିକେଟରେ ଭାରତ ପରାସ୍ତ କରିଛି । ଫଳରେ ଭାରତ ୨-୧ରେ ଦିନିିକିଆ ଶୃଙ୍ଖଳା ମ୍ୟାଚ୍‌ ଜିତି ନେଇଛି । ଭାରତୀୟ କ୍ରିକେଟ ଦଳର ଧୂଆଁଧାର ବିଜୟରେ କ୍ରୀଡ଼ାପ୍ରେମୀ ଜଗତରେ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.