om academy

ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର

jsm

ନୂଆଦିଲ୍ଲୀ : ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର । ସେ ମରାଠୀ ଚଳଚ୍ଚିତ୍ର ସହିତ ହିନ୍ଦୀରେ କାମ କରିଛନ୍ତି । ଗୁରୁବାର ଦିନ ସନ୍ଧ୍ୟାରେ ସୁଟିଂ ସାରି ଘରକୁ ଯିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶ୍ରେୟାସଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ମୁମ୍ବାଇର ଆଣ୍ଡେରିର ବେଲେଭ୍ୟୁ ହସ୍ପିଟାଲରେ ଶ୍ରେୟାସଙ୍କୁ ଭର୍ତ୍ତି କରାଯାଇଛି । ହୃଦଘାତ ପରେ ଶ୍ରେୟାସଙ୍କ ଉପରେ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା । ବର୍ତ୍ତମାନ ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

Leave A Reply

Your email address will not be published.