କ୍ରୀଡ଼ା ପରେ କଳା ଓ ପ୍ରତିଭାର ମଞ୍ଚ ‘ମହକ’ରେ ଝଲସିଲେ ଶିଶୁ

‘ଉତ୍ସାହ’ ଓ ‘ମହକ’ର କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ୧ମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନେବେ ଭାଗ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ…
Read More...

ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାରିପଦା ତରଫରୁ ୩୫୧ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାରିପଦା ତରଫରୁ ଦୃଷ୍ଟି ସମସ୍ୟା ଥିବା ପୂର୍ବରୁ ଚିହ୍ନଟ ହୋଇଥିବା ୩୫୧ ଜଣ ଛାତ୍ରଛାତ୍ରୀମାନଙ୍କୁ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ମାଧ୍ୟମରେ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲା ଅନ୍ତର୍ନିବେଶି ସାଧନ କେନ୍ଦ୍ର,…
Read More...

ଆଉ ନାହାନ୍ତି ବରିଷ୍ଠ ଅଭିନେତା ନାନା ପାଟେକର

ଗୋଆ : ବଲିଉଡ୍‌ରେ ଶୋକର ଛାୟା । ଆଉ ନାହାନ୍ତି ବରିଷ୍ଠ ଅଭିନେତା ନାନା ପାଟେକର । ୭୫ ବର୍ଷ ବୟସରେ ଗୁରୁବାର ତାଙ୍କର ପରଲୋକ ଘଟିଛି । ଗୋଆର ଡୋନା ପାଉଲାସ୍ଥିତ ବାସଭବନରୁ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍‌…
Read More...

ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଚେତନତା ଶିବିର

ବାରିପଦା, (ଦେବସ୍ମିତ ଚୌଧୁରୀ) : ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ ବାରିପଦା, ଶାଖାର ସଚେତନା ଶିବିର ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସଚେତନତା ଶିବିର ପରିଚାଳନା ହୋଇଥିଲା । ସିଟିଜେନ୍ସ…
Read More...

ଜଳବାୟୁ ପରିବର୍ତ୍ତନକୁ ମୁକାବିଲା ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ : ବରଗଡ଼ରେ ଜଳବାୟୁ ସହନଶୀଳ କୃଷି କର୍ମଶାଳା

ବରଗଡ଼, (କେପିଏନ୍‌ଏସ୍‌) : ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରି କୃଷିକୁ ଅଧିକ ସ୍ଥାୟୀ ଓ ସହନଶୀଳ କରିବା ଲକ୍ଷ୍ୟରେ ବରଗଡ଼ରେ ଆୟୋଜିତ ହୋଇଛି ଜଳବାୟୁ ସହନଶୀଳ କୃଷି ଉପରେ ପ୍ରକଳ୍ପ ଅଭିମୁଖୀକରଣ କର୍ମଶାଳା । ଟିପିଡବ୍ଲ୍ୟୁଓଡିଏଲ୍ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ସହଯୋଗରେ…
Read More...

ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ପାଇଁ ଖେଳାଳି ଚୟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ଖୋ ଖୋ ଏସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ୍‌ ଚଳିତ ମାସ ୧୩ ରୁ ୧୭ ତାରିଖ ମଧ୍ୟରେ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ମୟୂରଭଞ୍ଜ ଏଥ୍‌ଲେଟିକ୍‌ ଏସୋସିଏସନ ଆନୁକୂଲ୍ୟରେ…
Read More...

ବାରିପଦାରେ କଂଗ୍ରେସର ବିଶାଳ ରାଲି : ଓଡ଼ିଶା ବନ୍ଦ ପୂର୍ବରୁ ଶକ୍ତି ପ୍ରଦର୍ଶନ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ରାଜନୈତିକ ମାହୋଲ ଏବେ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି । ଆଜି ଓଡ଼ିଶା ବନ୍ଦକୁ ସଫଳ କରିବା ଲକ୍ଷ୍ୟରେ ବୁଧବାର ସନ୍ଧ୍ୟାରେ ବାରିପଦା ସହରରେ ମୟୂରଭଞ୍ଜ ପୂର୍ବ କଂଗ୍ରେସ ପକ୍ଷରୁ ଏକ ବିଶାଳ ଜନସଚେତନତା ରାଲି ଆୟୋଜିତ ହୋଇଥିଲା ।…
Read More...

ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସେବା, ସଂଘର୍ଷ ଓ ସମର୍ପଣ’ ଯାତ୍ରା ଗରିବ କଲ୍ୟାଣ, ମହିଳା ସଶକ୍ତିକରଣ ଓ ସବୁ ବର୍ଗଙ୍କ ସମୃଦ୍ଧି ପାଇଁ ସମର୍ପିତଜନକଲ୍ୟାଣକାରୀ ନୀତି, ପ୍ରଭାବୀ କାର୍ଯ୍ୟାନ୍ୱୟନ ଓ ନିର୍ଣ୍ଣାୟକ ନେତୃତ୍ୱରେ ଶ୍ରୀ ମୋଦୀ ସୁଶାସନର ନୂଆ ମାନଦଣ୍ଡ ସ୍ଥାପନ କରିଛନ୍ତିଗୁଜରାଟରେ ଶ୍ରୀ…
Read More...

ସରକାରର ମୁଖ୍ୟ ଭାବରେ ୨୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ…

ନୂଆଦିଲ୍ଲୀ, (ପିଆଇବି) : ୭ ଅକ୍ଟୋବର ୨୦୨୬ରେ ସରକାରଙ୍କ ମୁଖ୍ୟ ଭାବରେ କ୍ରମାଗତ ୨୫ ବର୍ଷର ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ପ୍ରମୁଖ ବିଶ୍ୱ ନେତାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ୨୦୦୧ ମସିହାରେ ଗୁଜୁରାଟର…
Read More...

ବନ୍ଦ ସପକ୍ଷରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତାକାଲି ଅକ୍ଟୋବର ୮ ତାରିଖ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଲୋଇସିଂହା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅଶୋକ କୁମାର ବାରିକ,…
Read More...