ପୁଇଁତଲାରେ କଂଗ୍ରେସର ବନ୍ଦ ପାଳନ, ଜନଜୀବନ ଅଚଳ

ପୁଇଁତଲା / ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶା ବନ୍ଦ ଡାକରା ଅବସରରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଞ୍ଚଳରେ କଂଗ୍ରେସ ତରଫରୁ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି । ପୁଇଁତଲା ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ସମେତ ମଲମଣ୍ଡା, ରଣ୍ଡା, ବୈରାସର ପର୍ଯ୍ୟନ୍ତ ଏବଂ…
Read More...

ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କୁ ବ୍ଲାକମେଲ୍ ଅଭିଯୋଗ : ଏସ୍‌ପିଙ୍କ ଦ୍ୱାରସ୍ଥ ଯୁବତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ବ୍ଲାକମେଲ୍ ଓ ଟଙ୍କା ଠକେଇ ଅଭିଯୋଗରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ । ବିବାହର ମିଛ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ, ବଳପୂର୍ବକ ଗର୍ଭପାତ, ବ୍ଲାକମେଲ୍ କରି ଆର୍ଥିକ ଠକେଇ ଏବଂ ଜୀବନରେ…
Read More...

ରଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋନପୁର ରାସ୍ତାର ରଣ୍ଡା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ପୁଇଁତଲା ଥାନା ଅନ୍ତର୍ଗତ ଜାମଗାଁର କୌଶିକ ଗୁରୁହାଣ୍ଡି…
Read More...

୪ ଦଫା ଦାବିକରି ଓଡ଼ିଶା ବନ୍ଦ ଡାକରାରେ ବିରୋଧୀ ଦଳ

ରାଉରକେଲା, (କେପିଏନ୍‌ଏସ୍‌) : ସାରା ଓଡ଼ିଶା ବନ୍ଦ ଡାକରା ବିରୋଧୀ ଦଳ ମାନେ ଦେଇଥିବା ବେଳେ ରାଉରକେଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ରାଉରକେଲା କଂଗ୍ରେସ ତରଫରୁ ମୁଖ୍ୟ ବିଶ୍ରା ଛକ ଠାରେ ରାସ୍ତାରୋକ ଟାୟାର…
Read More...

କଳାହାଣ୍ଡିରେ ‘ଇଣ୍ଡିଆ ବ୍ଲକ୍’ର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ : ଯାନବାହାନ ଚଳାଚଳ…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି 'ଇଣ୍ଡିଆ ବ୍ଲକ୍' ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଆହ୍ୱାନ କରାଯାଇଥିବା ବେଳେ ଜିଲ୍ଲାର ପ୍ରମୁଖ ସହର ଓ…
Read More...

ଗଛରେ ଝୁଲୁଛି ଅଚିହ୍ନା ଯୁବକଙ୍କ ମୃତଦେହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଜାମୁଟିଆ ନଦୀ ନିକଟସ୍ଥ ବଣରୁ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ଗାଁର କିଛି ଲୋକ ନଦୀ ପଟକୁ ଯାଉଥିବା ବେଳେ ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ଘଟଣା ଦେଖି…
Read More...

ଖଜୁରଟିକ୍ରାରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’, ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା, ବରଗଡ଼ ବ୍ଲକ, ଅଧୀନସ୍ଥ ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬, ସଂଯୋଜିକା ରେବତୀ ରାଉତିଆଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ, ଆମର ମୁଖ୍ୟ ଅତିଥି…
Read More...

ଏମ୍‌ଏମ୍‌ଡିଆର୍‌ ସଂଶୋଧନକୁ ବିରୋଧ : ସୁନ୍ଦରଗଡ଼ରେ ବିଜେଡିର ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬କୁ ବିରୋଧ କରି ସୁନ୍ଦରଗଡ଼ରେ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି । ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର ଓ ରାଜ୍ୟର ରାଜସ୍ୱ ସ୍ୱାର୍ଥ ସୁରକ୍ଷା ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି…
Read More...

କ୍ରୀଡ଼ା ପରେ କଳା ଓ ପ୍ରତିଭାର ମଞ୍ଚ ‘ମହକ’ରେ ଝଲସିଲେ ଶିଶୁ

‘ଉତ୍ସାହ’ ଓ ‘ମହକ’ର କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ୧ମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନେବେ ଭାଗ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ…
Read More...

ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାରିପଦା ତରଫରୁ ୩୫୧ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାରିପଦା ତରଫରୁ ଦୃଷ୍ଟି ସମସ୍ୟା ଥିବା ପୂର୍ବରୁ ଚିହ୍ନଟ ହୋଇଥିବା ୩୫୧ ଜଣ ଛାତ୍ରଛାତ୍ରୀମାନଙ୍କୁ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ମାଧ୍ୟମରେ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲା ଅନ୍ତର୍ନିବେଶି ସାଧନ କେନ୍ଦ୍ର,…
Read More...