ପେଟ୍ରୋଲିଂ ବେଳେ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ବିଦେଶୀ ମଦ ଜବତ : ଜଣେ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପୋଲିସ ପକ୍ଷରୁ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ, ଏସଆଇ ଦମୟନ୍ତୀ ବେହେରା, ଏଏସଆଇ ସୁରେନ୍ଦ୍ର କୁମାର ରାଜହଂସ ଓ ବାସୁଦେବ ପଣ୍ଡାଙ୍କ ସମେତ ପୋଲିସ ଦାରିଙ୍ଗିବାଡ଼ି ଛକ ଠାରେ…
Read More...

ପୁଲିସର ବଡ଼ ସଫଳତା : ବାଇକ ଚୋରି ରାକେଟର ୬ ଅଭିଯୁକ୍ତ ଗିରଫ

୯ଟି ବାଇକ୍ ଉଦ୍ଧାର, ତଦନ୍ତ ଜାରି କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡା ଫାଣ୍ଡି ଅଞ୍ଚଳରେ ଗତ କିଛି ମାସ ହେଲା ବାଇକ ଚୋରି ବୃଦ୍ଧି ପାଉଥିଲା । ତେବେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ଅନ୍ୟ ୫ ଜଣ ସହଯୋଗୀଙ୍କୁ ଧରିବାରେ ପୁଲିସ ସଫଳତା ପାଇଛି । ଏଥି ସହିତ…
Read More...

ବଲାଙ୍ଗିରରେ ସଂଗୀତ ଜଗତର ବେତାଜ ବାଦଶାହ ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର : ବଲାଙ୍ଗିରରେ ସଂଗୀତ ଜଗତର ବେତାଜ ବାଦଶାହ ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି । ବଲାଙ୍ଗିରର ସମସ୍ତ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଥାନୀୟ କଚେରୀ ଛକ ଠାରେ ହ୍ୟୁମାନ ସାଗରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।…
Read More...

ଦୀର୍ଘ ଦିନର ଦାବୀ ହେଲା ପୂରଣ : ଲୋଇସିଂହା ରେଳ ଷ୍ଟେସନରେ ଅଟକିଲା ହାୱାଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ବହୁଦିନର ଦାବୀ ପୂରଣ ହେଲା । ଲୋଇସିଂହା ରେଳ ଷ୍ଟେସନରେ ହାୱାଡା-ଜଗଦଲପୁର ଟ୍ରେନର ରହଣି ବୁଧବାର ଠାରୁ ଆରମ୍ଭ ହୋଇଛି । ଫଳରେ ଲୋଇସିଂହା ସମେତ ପଡୋଶୀ ସୋନପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ଜନସାଧାରଣ ଉପକୃତ…
Read More...

ଚିପ୍ସ ପ୍ୟାକେଟ୍‌ରୁ ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁ ମୃତ : ସମଗ୍ର ଅଞ୍ଚଳରେ ଶୋକର ଛାୟା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ୪ ବର୍ଷର ଶିଶୁ ଏକ ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି…
Read More...

ଲୋଇସିଂହା କପ ଫୁଟବଲ – ଫାଇନାଲରେ ସମ୍ବଲପୁର ଓ ବୌଦ୍ଧ ମଧ୍ୟରେ ମୁକାବିଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ "ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣମେଣ୍ଟ"ର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ…
Read More...

ପଦ୍ମପୁର ଲୋକ ମହୋତ୍ସବ ପାଇଁ ମଞ୍ଚ ପୂଜାର୍ଚ୍ଚନା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଅନୁଷ୍ଠିତ ହେଉଥିବା ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ପାଇଁ ମଞ୍ଚ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳା ଓ କଳାକାରମାନଙ୍କୁ ଲୋକାଭିମୁଖୀ ସହ ବୁଢ଼ାସମ୍ବର ଲୋକ ସଂସ୍କୃତି ଓ ପରମ୍ପରାକୁ ଉଦ୍‌ଜୀବିତ ରଖିବାର…
Read More...

ମହାସମାରୋହରେ ଅନୁଷ୍ଠିତ ହେଲା ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୂଲ୍ୟରେ ଗତ ୧୮ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜ ଭବନ ପ୍ରାଙ୍ଗଣରେ ସୋମନାଥ ମହାଦେବଙ୍କ ପ୍ରାଚୀନ ତଥା ମୂଳ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ମହୋତ୍ସବ ତଥା ରୁଦ୍ରାଭିଷେକ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆର୍ଟ…
Read More...

୨୦ତମ ଶିଶୁ ମହୋତ୍ସବ-୨୦୨୫ : ସ୍ପନ୍ଦନ ରାଉରକେଲା ସହ ଯୋଡ଼ିହେଲା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ଆନୁକୂଲ୍ୟରେ ଏବଂ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡର ସହଯୋଗରେ ସ୍ପନ୍ଦନ, ରାଉରକେଲା ଦ୍ୱାରା ଆୟୋଜିତ ୨୦ତମ ଶିଶୁ ମହୋତ୍ସବ-୨୦୨୫ ରାଉରକେଲା ସିଭିକ ସେଣ୍ଟର ଠାରେ ସଫଳତାର ସହ ସମାପ୍ତ ହୋଇଛି । ନଭେମ୍ବର ୧୬ରୁ ୧୮…
Read More...

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ସିଧା ପ୍ରସାରଣ

ପିଏମ୍ କିସାନର ୨୧ତମ କିସ୍ତିର ରାଶି ଚାଷୀଙ୍କୁ ହସ୍ତାନ୍ତର ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଓ କୃଷକ ଶସକ୍ତିକରଣ ବିଭାଗ, ସୁନ୍ଦରଗଡର ମିଳିତ ସହଯୋଗରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼(କିରେଇ)ଠାରେ ପ୍ରଧାନ…
Read More...