ଫୁଲବେର ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ଦ୍ୱିତୀୟ ବାର୍ଷିକ ସାଧାରଣ ପରିଷଦ ବୈଠକ
ତୁରେକେଲା : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ପଞ୍ଚାୟତର ବର୍ଲା ଗ୍ରାମ ଠାରେ ଫୁଲବେର ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ୨ୟ ବାର୍ଷିକ ସାଧାରଣ ପରିଷଦ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ସିଇଓ ଆର୍ତ୍ତେଶ୍ଵର ସଗ୍ରିଆ ବାର୍ଷିକୀ ବିବରଣୀ ପାଠ କରିଥିଲେ । ଆବାହକ!-->…
Read More...
Read More...