ପ୍ରାକ୍‌ ବଡଦିନ ଓ ଶିଶୁ ମହୋତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମନହିରା ପଂଚାୟତ ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ‘ହୋପ’ ଅନୁଷ୍ଠାନ ପକ୍ଷରୁ ପ୍ରାକ୍‌ ବଡଦିନ ଓ ଶିଶୁ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଅଛି । ଏହି ଅନୁଷ୍ଠାନ ଅଂଚଳର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନିରବଚ୍ଛିନ୍ନ ଭାବରେ…
Read More...

ଭୀମଭୋଇ ହାଇସ୍କୁଲର ୨୦୦୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁସଲାଡ଼ ଭୀମଭୋଇ ହାଇସ୍କୁଲ ର ୨୦୦୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସିନ୍ଧେକେଲା ନିକଟ ଦେହେଲି ପାହାଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

ସାମ୍ବାଦିକ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର କାର୍ଯ୍ୟରତ ଅର୍ଗସ ନ୍ୟୁଜ ପ୍ରତିନିଧି, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ, ତଥା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ସାମ୍ବାଦିକ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ…
Read More...

ତାଲଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭୀମଡୁଙ୍ଗୁରି ପରିଦର୍ଶନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମଡୁଙ୍ଗୁରି ପରିଦର୍ଶନ କରି ବଣ ଭୋଜିର ମଜା ନେଇଛନ୍ତି ଲୋଇସିଂହା ବ୍ଲକ୍ ତାଲଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ । ବିଦ୍ୟାଳୟ ପରିଚାଳନା…
Read More...

ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ରବିବାର ଦିନ ସକାଳ ୧୦:୦୦ ଘଣ୍ଟା ସମୟରେ ଡେବିରିମୁଣ୍ଡା ଗ୍ରାମ ଆମ୍ବ ବଗିଚାଠାରେ ହଳନଭଟା ଗ୍ରାମପଞ୍ଚାୟତ ସ୍ତରୀୟ ବିଶ୍ୱହରି ରାଜମିସ୍ତ୍ରୀ ସଂଘ ତରଫରୁ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ସଂଘର ସଭାପତି କୁଶ ଶବର…
Read More...

ଭାରତ ବିକାଶ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ମହିଳା ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପଶ୍ଚିମ ଓଡ଼ିଶା ପ୍ରାନ୍ତ ଉପସଭାପତି ଛାୟା କାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଭାରତ ବିକାଶ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ମହିଳା ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି…
Read More...

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ବାର୍ଷିକୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ଥିଲେ ସ୍ୱାଧୀନତା ପରେ ଭାରତକୁ ଏକତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଏବଂ ବାରିଷ୍ଟର । ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ପଟେଲ ତାଙ୍କ ରୋଜଗାର କ୍ୟାରିୟର…
Read More...

ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ ୨୦୨୫ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଳ କଳା ମଣ୍ଡଳ ବଲାଙ୍ଗିର ଠାରେ ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ ୨୦୨୫ ର ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଥିଲେ ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ ଓ…
Read More...

ସ୍ୱାମୀକୁ ହତ୍ୟା ଅଭିଯୋଗରେ ଖଣ୍ଡପଡ଼ା ଥାନାରେ ସ୍ତ୍ରୀ ଅଟକ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧିନସ୍ଥ ଖଳିସାହି ପଞ୍ଚାୟତର ବାସୁଦେବପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ଅତି ଅମାନୁଷିକ ଭାବେ ସ୍ତ୍ରୀ, ସ୍ୱାମୀକୁ ହତ୍ୟା କରିଥିବା ନେଇ ଖଣ୍ଡପଡ଼ା ଥାନାରେ ଶନିବାର ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏକ…
Read More...

ବଡ଼ବାଙ୍କି ପଞ୍ଚାୟତରେ ପୁଣି ହାତୀ ଆତଙ୍କ

ତୁରେକେଲା, (ପିତାମ୍ବର ଦୀପ) : ବଡ଼ବାଙ୍କି ପଞ୍ଚାୟତରେ ପୁଣି ଥରେ ହାତୀ ଆତଙ୍କ । ଅନେକ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଶନିବାର ରାତିରେ, ବଙ୍ଗୋମୁଣ୍ଡା ବନାଞ୍ଚଳର ବଡ଼ବାଙ୍କି ପଞ୍ଚାୟତ ଅନ୍ତର୍ଗତ ଚାରପାଣି ଗାଁରେ ହାତୀପଲ ପଶି ଧ୍ୱଂସର ତାଣ୍ଡବ ଲୀଳା ରଚିଛନ୍ତି । ସୂଚନା ଅନୁଯାୟୀ,…
Read More...