କ୍ରିକେଟ ପ୍ରଶିକ୍ଷଣ / ଚୟନ ଶିବିର

(୧୬ ଓ ୧୯ ବର୍ଷରୁ କମ୍‌ ଓ ସିନିୟର ବର୍ଗ ) ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏତଦ୍ୱାରା ୧୬ ଓ ୧୯ ବର୍ଷରୁ କମ୍‌ ଓ ସିନିୟର ବିଭାଗ କ୍ରିକେଟରେ ଯେଉଁ ଖେଳାଳିମାନେ ଗତ ଭିଜନ ୨୪-୨୫ କ୍ରିକେଟ ପ୍ରତିଯୋଗିତାରେ କୌଣସି କାରଣ ବଶତଃ ଯୋଗ ଦେଇ ପାରି ନ ଥିଲେ ସେମାନେ ଆସନ୍ତା ତା.୧୬.୦୧.୨୬…
Read More...

ଫେବୃୟାରୀ ୨୨ ତାରିଖରେ ବଲାଙ୍ଗିର ନାଗରିକ କମିଟିର ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ବସିଥିବା କାର୍ଯ୍ୟକାରୀ କମିଟିରେ ନିଆଯାଇଥିବା ନିଷ୍ପତ୍ତି ଏଠାରେ ଅନୁମୋଦିତ ହୋଇଥିଲା । ପ୍ରକାଶ ଥାଉ କି ଏ ବର୍ଷ ୫୪ଜଣ ନୂତନ ସଦସ୍ୟତା…
Read More...

ରାଉରକେଲାରେ ବିମାନ ଦୁର୍ଘଟଣା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା । ଜରୁରୀ ଅବତରଣ ବେଳେ କଂସର ଅଚଂଳରେ ବିମାନ କ୍ରାସ୍ । ପାଇଲଟଙ୍କ ସହ ୬ ଗୁରୁତର । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୁଲିସ…
Read More...

ରାଉରକେଲାର ଚିତ୍ର ଶିଳ୍ପୀ ସୁନ୍ଦର ବନରେ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ବଙ୍ଗର କାକଦ୍ୱୀପ ଠାରେ ଅବସ୍ଥିତ ସୁନ୍ଦରବନ ଆର୍ଟ ଏକାଡେମୀର ବାର୍ଷିକ ଉତ୍ସବ ଗତମାସ ୨୭ ତାରିଖ ଦିନ ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଉରକେଲା ସାତ ନମ୍ବର…
Read More...

ସିଏମ୍‌ ଟ୍ରଫି – ୨୦୨୬ : ଭଲିବଲ, ଖୋଖୋ, କବାଡି ଓ ଫୁଟବଲ ଖେଳାଳି ଚୟନ

କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି ବୈଠକ ଆୟୋଜିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିଭା ଅନ୍ୱେଷଣ ଲକ୍ଷରେ ଉଭୟ ବାଳକ, ବାଳିକା ଫୁଟବଲ ୧୫ ବର୍ଷ ବୟସ, ଖୋଖୋ ଓ ଭଲିବଲ ୧୪ ବର୍ଷ ବର୍ଗ ଓ କବାଡି ୧୬ ବର୍ଷ ବର୍ଗଙ୍କୁ ନେଇ ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲା ସ୍ତରୀୟ…
Read More...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଚମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସଙ୍କ…
Read More...

ପ୍ରବାସୀ ଭାରତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଜାନୁଆରୀ ୯ରେ ଭାରତ ଅଭିବୃଦ୍ଧିରେ ବିଦେଶରେ ରହୁଥିବା ଭାରତୀୟଙ୍କ ମୂଲ୍ୟବାନ ଅବଦାନକୁ ସ୍ୱୀକୃତି ଦେବାପାଇଁ “ପ୍ରବାସୀ ଭାରତୀୟ ଦିବସ” ପାଳନ କରିଥାଏ । ୨୦୦୩ ପରଠାରୁ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଏକ ବାର୍ଷିକ ଉତ୍ସବ କାର୍ଯ୍ୟ…
Read More...

ବନାଗ୍ନି ନିରାକରଣ ଓ ପ୍ରତିରୋଧ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନାଗ୍ନି ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ବନଖଣ୍ଡର ଖଣ୍ଡୀୟ ବନାଧିକାରୀ, ଅଜିତ ବିଶି, ଜଙ୍ଗଲରେ ଅଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ବିଭାଗ…
Read More...

ପାଟଣେଶ୍ୱରୀ ୧୫୦ ବର୍ଷ ପୂର୍ତ୍ତିରେ ଶୁଭସ୍ତମ୍ଭ ସ୍ଥାପନ

ଫେବୃୟାରୀ ୧ ରୁ ୪ ପର୍ଯ୍ୟନ୍ତ ଝଲସିବ ପାଟଣେଶ୍ୱରୀ ମନ୍ଦିର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେବାଳୟ ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ମହୋତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜୋରଶୋରରେ ଚାଲିଥିବା ବେଳେ ଆସନ୍ତା…
Read More...

ତୁଷୁରା ସରକାରୀ ୟୁପି ସ୍କୁଲ୍ ଠାରେ ଯୋଗ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଦେବ ସଂସ୍କୃତି ବିଶ୍ଵ ବିଦ୍ୟାଳୟ, ହରିଦ୍ଵାର, ଉତ୍ତରାଖଣ୍ଡ ଆନୁକୂଲ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା…
Read More...