ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୂରୀ) : ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ,
Read More...

‎‎ବାଣ ଦୋକାନ ସ୍ଥାନନ୍ତର ନେଇ ବାଣ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସ୍ଥିତ ପାୱାର ହାଉସ ରୋଡ ଫାୟାର ଷ୍ଟେସନ ସମ୍ମୁଖରେଥିବା ପଡିଆରେ ଦୀର୍ଘ ବହୁ ବର୍ଷଧରି ବାଣ ବ୍ୟବସାୟୀମାନେ ତାଙ୍କର ବାଣ ବ୍ୟବସାୟ କରିଆସୁଥିଲେ ହେଁ ଚଳିତ ବର୍ଷ ତାଙ୍କୁ ସେହିସ୍ଥାନରେ ଅନୁମତି ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସ୍ୱଳ୍ପ ସମୟ ଥିବା
Read More...

‎‎ବଚସାରୁ ହତ୍ୟାକାଣ୍ଡ : ଜଣେ ମୃତ, ଜଣେ ଗୁରୁତର

ରାୟଗଡା, (ଅକ୍ଷୟ କୁମାର ପିଡିସିକା) : ‎‎ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଭାଟଗୁଡା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇ ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହଉଛନ୍ତି । ସୁଚନା ଅନୁସାରେ ଭାଟଗୁଡା
Read More...

‎ବିଜେପିର ମିଶ୍ରଣ ପର୍ବ : ଉପନିର୍ବାଚନ ପରେ ନୂଆପଡ଼ାରେ ହେବ ମେଡିକାଲ କଲେଜ

ନୂଆପଡା, (କେପିଏନ୍‌ଏସ୍‌) : ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା । ଜୟ ଢୋଲକିଆ ବିଜେପି ପ୍ରାର୍ଥୀ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମିଶ୍ରଣ ପର୍ବରେ ଯୋଗଦାନ । ଆସନ୍ତା ଦିନରେ ନୂଆପଡ଼ା ମେଡିକାଲ କଲେଜ ପାଇଁ କାଗଜାତ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଛନ୍ତି ଶ୍ରୀ ସାମଲ । ଆଜି ଉଦ୍ୟାନ
Read More...

‎ଚମାଖଣ୍ଡି ଥାନା ୧୬ ନମ୍ବର ଜାତୀୟ ରାଜପଥରେ ସର୍ଟ ସର୍କିଟ ହୋଇ କେଣ୍ଟନର୍ ଜଳିଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ରାତ୍ରି ୩ଘଣ୍ଟା ଘଡ଼ି ଅନ୍ଧାର ସମୟରେ କଟକରୁ କନିଷି ଯାଉଥିବା ଏକ କେଣ୍ଟନରଟି ସର୍ଟ ସର୍କିଟ ହୋଇ ନିଆଁ ଲାଗି ଜଳି ଯାଇଛି । ଚମାଖଣ୍ଡି ଥାନା ଅଧୀନସ୍ଥ ଜାତୀୟ ରାଜପଥ ଏନ୍‌ଏଚ୍‌ -୧୬ ଚମାଖଣ୍ଡି ଗାଁ ପାଖାପାଖି ଅଞ୍ଚଳରେ ଏହି ଅଘଟଣ ଘଟିଥିବା
Read More...

ରେଙ୍ଗାଲିରେ ଅବକାରୀ ବିଭାଗର ଚଢ଼ାଉ : ୨୫ କିଲୋଗ୍ରାମ ଗଞ୍ଜେଇ ଜବତ, ଦୁଇ ଚାଲାଣକାରୀ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକର ରେଙ୍ଗାଲିଠାରେ ବୁଧବାର ସନ୍ଧ୍ୟା ସାତଟା ସମୟରେ ଖପ୍ରାଖୋଲ ଏବଂ ପାଟଣାଗଡ଼ ଅବକାରୀ ବିଭାଗର ସଂଯୁକ୍ତଟିମ ଚଢ଼ାଉକରି ହାରାହାରି ୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଖପ୍ରାଖୋଲ ଅବକାରୀ ବିଭାଗର ଅଧିକାରୀ
Read More...

ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ଏବେ କେବଳ ୩

ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପଏଲ୍.ଡବ୍ଲ୍ୟୁ.ଇ. ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୮ରୁ ହ୍ରାସ ପାଇ ୧୧ରେ ପହଞ୍ଚିଛିପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମାର୍ଗଦର୍ଶନରେ, ଚଳିତ ବର୍ଷ ପରିଚାଳନାଗତ ସଫଳତା ପୂର୍ବ ରେକର୍ଡଗୁଡ଼ିକୁ
Read More...

ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ

ଭାରତର ପ୍ରୟାସକୁ ଅନୁମୋଦନ ନେଇ ଖୁସି ବ୍ୟକ୍ତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଭାରତକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସର ଏହା ଏକ ବିଶାଳ ସମର୍ଥନବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଏବଂ ଦେଶବ୍ୟାପୀ କ୍ରୀଡ଼ା
Read More...

ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତ ଏକ ବିକାଶ ସ୍ତମ୍ଭ

ଆଇଏମଏଫର ଆକଳନ ମୁତାବକ 6.6 ପ୍ରତିଶତ ଜିଡିପି ଅଭିବୃଦ୍ଧି ବଜାୟ ରଖିବ ଭାରତ ନୂଆଦିଲ୍ଲୀ, (ପିଆଇବି) : ଦୁର୍ବଳ ବିଶ୍ୱ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ଏକ ଦୃଢ଼ ସ୍ତମ୍ଭ ରୂପେ ଛିଡ଼ା ହୋଇଛି । 2025 ଆର୍ଥିକ ବର୍ଷରେ ଭାରତର ଜିଡିପି 6.6% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଅନ୍ତର୍ଜାତୀୟ
Read More...

ଭୁବନେଶ୍ୱରରେ ଆଇସିଏଆର-ସିଆଇଡବ୍ଲୁଏ ଦ୍ୱାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ

ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଭୁବନେଶ୍ୱର, (ପିଆଇବି) : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ଦ୍ୱାରା, ଆଜି “ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତ କରିବା” ବିଷୟବସ୍ତୁ ସହିତ
Read More...