ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ମକର ମିଳନ ଉତ୍ସବ

ଲୋକ କଳା, ଲୋକ କଥା, ଲୋକ ନାଚ, ଲୋକ ଗୀତକୁ ପୁନରୁଦ୍ଧାର କରିବା ପାଇଁ ଆହ୍ୱାନ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଦିବ୍ୟ ଚେତନା ମହିମା ସନ୍ଥ ଭୀମ ଭୋଇ ଗୁରୁକୁଳ ଆଶ୍ରମରେ ବଙ୍ଗୋମୁଣ୍ଡା ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ…
Read More...

ସୁବର୍ଣ୍ଣପୁରରେ ‘ଜନ୍ନତ ଏ କିଡ୍ସ ଲଭ୍ ଷ୍ଟୋରୀ’ ମ୍ୟୁଜିକ ଭିଡ଼ିଓର ଲୋକାର୍ପଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୁଇ ଜଣ ଶିଶୁ କଳାକାରଙ୍କୁ କେନ୍ଦ୍ରକରି ନିର୍ମିତ ସମ୍ବଲପୁରୀ କିଡ୍ସ ଲଭ୍ ଷ୍ଟୋରୀ ଆଧାରିତ ମ୍ୟୁଜିକ ଭିଡ଼ିଓ ‘ଜନ୍ନତ ଏ କିଡ୍ସ ଲଭ ଷ୍ଟୋରୀ' ର ଲୋକାର୍ପଣ ଉତ୍ସବ ସୁବର୍ଣ୍ଣପୁର ସହରର ପ୍ରତୀକ କଲ୍ୟାଣ ମଣ୍ଡପ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ…
Read More...

ଗାୟତ୍ରୀ ଶକ୍ତି ପୀଠର ବାର୍ଷିକ ଉତ୍ସବ : ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମକର ସଂକ୍ରାନ୍ତି ତିଥିରେ ବଲାଙ୍ଗିର ଗୋପାଳଜି ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତି ପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସହିତ ଦୁଇଟି ପୁଂଶବନ ସଂସ୍କାର ଓ ଦୁଇଟି ଜନ୍ମଦିନ ସଂସ୍କାର କାର୍ଯ୍ୟ…
Read More...

ସାହାଜବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ମାୟାବର୍ହା କ୍ଲଷ୍ଟର ସାହାଜବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷର ବାର୍ଷିକ କ୍ରୀଡ଼ା ଉତ୍ସବ ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ସମାଧାନ ହେଉନାହିଁ ଚାଷୀଙ୍କ ସମସ୍ୟା

ହର୍ଡାଟାଲରେ ନରସିଂହଙ୍କୁ ଭେଟି ଲୋକେ କଲେ ଅଭିଯୋଗ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାଷୀଙ୍କ ସରକାର ବୋଲି କହୁଥିବା ଚାରି ଆଡେ ଡିମ୍‌ଡିମ୍‌ ପିଟୁଥିବା ମୋହନ ମାଝିଙ୍କ ରାଜ୍ୟ ସରକାର ଧିରେ ଧିରେ ଚାଷୀ ବିରୋଧି ହୋଇ ବସିଲାଣି । ଧାନର ଗନ୍ତାଘର କୁହାଯାଉଥିବା ପଶ୍ଚିମ ଓଡିଶାର ଚାଷୀଙ୍କ…
Read More...

ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ ତଥା ସେଲ୍ପ ଡିଫେନ୍ସ…
Read More...

ହରଗୌରୀ ମକର ମହୋତ୍ସବ ୨୦୨୬ ଉଦଘାଟିତ

ବଲାଙ୍ଗିର/ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଶିବତଲା, ଲୁଚକିବଂଧ ଓ ରଘୁମଣିପାଳି ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ମକର ମହୋତ୍ସବ ୨୦୨୬ ହରଗୌରୀ ମନ୍ଦିରରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ କଳସ ଯାତ୍ରା ସହିତ ସନ୍ଧ୍ୟାରେ ମକର ମହୋତ୍ସବକୁ ସରପଞ୍ଚ ଶ୍ରୀମତୀ ଶୁଭଶାନ୍ତି ମାଝୀଙ୍କ କର…
Read More...

ଲୋଇସିଂହାରେ “ଧାରଣୀୟ ଜୀବନ ଶୈଳୀ” ପ୍ରଦର୍ଶନୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ "ଧାରଣୀୟ ଜୀବନ ଶୈଳୀ" ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅକ୍ଷୟ ପାଣି ଉଦୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ…
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ ଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ପ୍ରକଳ୍ପର…

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ୍ ଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ରାସ୍ତାର ଉନ୍ନତି କରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
Read More...

ବଲାଙ୍ଗିର ସାଲେଭଟା ଚଣ୍ଡି ମନ୍ଦିରରୁ ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା' ଚଣ୍ଡୀଙ୍କ ମନ୍ଦିରରୁ ଚୋରି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସାଲେଭଟା ମା' ଚଣ୍ଡୀଙ୍କ ମନ୍ଦିରରେ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମା'ଙ୍କ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ଚୋରି କରିନେଇଛନ୍ତି । ମା'ଙ୍କ ରୂପା ମୁକୁଟ, ସୁନା ନଥୁଣି ସହ…
Read More...