ନବନିଯୁକ୍ତ କୁଳପତିଙ୍କୁ ଶୁଭେଚ୍ଛା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରାଙ୍କୁ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସରକାରୀ ତଥା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଏକ ପ୍ରତିନିଧି ଦଳ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି
Read More...

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତାରେ ପ୍ରିୟଙ୍କାଙ୍କ କୃତିତ୍ୱ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ତା. ୧୫- ୧୦-୨୦୨୫ରୁ ତା. ୧୭-୧୦-୨୦୨୫ ତିନିଦିନ ଧରି ସଇଁତଲା ବ୍ଲକ ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ବେଲଗାଁ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତୀଯୋଗିତାରେ ଆଗଲପୁର ବ୍ଲକ ଶିକ୍ଷା ଅଧିନସ୍ଥ ଉଷାଦେବୀ ସରକାରୀ
Read More...

ଦୁର୍ଗମ ମାଓ ପ୍ରବଣ ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କ ପ୍ରବେଶ : ଥାନାରେ ପହଁଚିଲେ ଶତାଧିକ ମହିଳା ପୁରୁଷ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ଆସି ଆଧାର କାର୍ଡ ସହ ଯାବତୀୟ ପ୍ରମାଣପତ୍ର ସଂଗ୍ରହ କରି ଉଠାଇ ନେବା ପରି ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ଖବର ପାଇବା ପରେ
Read More...

ମାଓବାଦୀଙ୍କ ଘରବାହୁଡା଼ ସହ ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଷ୍ଟର ଜାରି କଲା ଓଡ଼ିଶା ପୋଲିସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପୁଲିସର ସମସ୍ତ ପ୍ରୟାସ ସତ୍ତ୍ୱେ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ ହୋଇପାରି ନାହିଁ । ମଝିରେ ମଝିରେ ମାଓବାଦୀଙ୍କ ତରଫରୁ ବିଭିନ୍ନ ଘଟଣା ଘଟୁଛି । ଇତି ମଧ୍ୟରେ ଅନେକ ମାଓବାଦୀ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଥିବାବେଳେ ଅନେକ
Read More...

ହୁମ୍ମା ସରପଞ୍ଚଙ୍କ ନାମରେ ଅନାସ୍ତା ପ୍ରସ୍ତାବ ଆଗତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମପଞ୍ଚାୟତର ସରପଞ୍ଚ ଜାନକୀ ଦାସଙ୍କ ନାମରେ ଆସିଛି ଅନାସ୍ତା ପ୍ରସ୍ତାବ । ସରପଞ୍ଚ ଜାନକୀ ଦାସଙ୍କ ନାମରେ ଆଣିଥିବା ଅନାସ୍ତା ପ୍ରସ୍ତାବରେ ଶୁକ୍ରବାର ସର୍ବମୋଟ ୧୬ ଜଣ ୱାର୍ଡ଼ ସଦସ୍ୟଙ୍କ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ୩୫ତମ ବୋଇତ ବନ୍ଦାଣ ମହୋତ୍ସବ ଆସନ୍ତା ୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦର ୩୫ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ନଭେମ୍ବର ମାସ ୩, ୪ ଓ ୫ ତାରିଖରେ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସେକ୍ଟର ୨ କମ୍ୟୁନିଟି ସେଣ୍ଟର୍ ଠାରେ ଆୟୋଜିତ ସାମ୍ବାଦିକ
Read More...

ଡୁଡୁକାରେ ବ୍ଲକ ସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକାର ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ବିଇଓ ଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ଆମ ଆଦମି ପାର୍ଟି ବଲାଙ୍ଗିର ପକ୍ଷରୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ମାସ ହୋଇଯିବ ବଲାଙ୍ଗିର ଦେଓଗାଁ ବ୍ଲକ ଉପରଝର ଗ୍ରାମ ପଞ୍ଚାୟତର ରେଙ୍ଗାଲି, ଫଟାମୁଣ୍ଡା, ନୁଆପାଲି, ଉପରଝର, କୁହିମୁଣ୍ଡା ଗାଁର ଚାଷୀମାନଙ୍କ ଜୀବନ ବେହାଲ କାରଣ ଦୁଇ ମାସ ହୋଇଯିବ ରେଙ୍ଗାଲିରେ ଲାଇଟ ଖୁମ୍ବ ଏବଂ ତାର ପଡି ଯାଇଥିବାରୁ ଚାଷୀମାନଙ୍କର
Read More...

ବଙ୍ଗୋମୁଣ୍ଡାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଚମାର ମେହେର ହାଇସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ସିଆର୍‌ସିସି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି
Read More...

ବରପଦର ପ୍ରାଥମିକ ବିଦ୍ୟାଳୟ ଠାରେ ସର୍ଗୁଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫

ସୁବର୍ଣ୍ଣପୁର/ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବନ୍ଧପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦର ପ୍ରାଥମିକ ବିଦ୍ୟାଳୟ ଠାରେ ସର୍ଗୁଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରପଦର ପ୍ରାଥମିକ
Read More...