ବଲାଙ୍ଗିରରେ ଜନ୍ମିତ ଅଂଶୁମାନ ପଣ୍ଡା ନ୍ୟୁୟର୍କ ଫେସନ୍ ୱିକ୍ର ମଡେଲ୍
ବଲାଙ୍ଗିର, (କେପିଏନ୍ଏସ୍) : ବିଶିଷ୍ଟ କୋଶଲୀ କବି ତଥା ଐତିହାସିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡା ଓ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ମନସ୍ତତ୍ୱ ବିଭାଗର ଅବସରପ୍ରାପ୍ତ ଶ୍ରୀମତୀ ଜଗଦମ୍ବା ମିଶ୍ରଙ୍କର ସୁପତ୍ର ଯୁବ ଇଂଜିନିୟର୍ ଅଂଶୁମାନ ଯୁକ୍ତରାଷ୍ଟ ଆମେରିକାର ନ୍ୟୁୟର୍କ ମହାନଗରୀର!-->…
Read More...
Read More...