ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ନୂଆପଡା : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଆର୍ଆଇ ଅଫିସ ନିକଟସ୍ଥ ବୁଲାଣିରେ ବାଇକରେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ବୋଡେ଼ନ ଡାକ୍ତରଖାନା ପଠାଯାଇଛି । ମିଳିଥିବା ସୂଚନା ଅନୁସାରେ ରୟାଧର ଦଳ ତାଙ୍କର!-->…
Read More...
Read More...