ଅଘରିଆ ସମାଜର ଷଷ୍ଠ କାର୍ଯ୍ୟକାରୀ ବୈଠକ ସମାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ, ଆଞ୍ଚଳିକ କମିଟିର ଷଷ୍ଠ କାର୍ଯ୍ୟକାରୀ କମିଟି ବୈଠକ କୁରୁଲ ଗୁଡ଼ି ଅଧୀନସ୍ଥ କଷାବାହାଲ ଗାଁ ରେ ଅନୁଷ୍ଠିତ ହୋଇ ପ୍ରାୟ ୨୫୦୦ରୁ ଉର୍ଦ୍ଧ ଜାତି ଭାଇ ଭଉଣୀ ଉପସ୍ଥିତ ଥିଲେ । ପ୍ରତି ତିନି ମାସରେ ଥରେ ସମାଜର
Read More...

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଶିଶୁ ସାହିତ୍ୟ ଆସର

ରାଉଲକେଲା (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟଠାରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ ଶିଶୁସାହିତ୍ୟ ଆସର ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଆସରରେ ଡାକ୍ତର ଅନଙ୍ଗ କୁମାର ପ୍ରହରାଜ
Read More...

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୯ ତମ ବାର୍ଷିକ ଉତ୍ସବ

ରାଉରକେଲା (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ଯୋଗ ପ୍ରଶିକ୍ଷକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବାସନ୍ତୀ ପାଠାଗାରର ସଭାପତି
Read More...

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ପକ୍ଷରୁ ବିଜୟା ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ, ରାଉରକେଲା ଶାଖା ପକ୍ଷରୁ ସ୍ଥାନୀୟ ରାଉରକେଲା କ୍ଲବ ପରିସରରେ ବିଜୟା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁପରିଚିତ ବଙ୍ଗ ସାହିତ୍ୟିକ ଡ.ସମୀର ରକ୍ଷିତ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ
Read More...

ରାଉରକେଲାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର – ୨୦୨୫ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ରାଉରକେଲା ମହାନଗର ନିଗମ ସଭାକକ୍ଷରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସମାଜ ଗଠନରେ ମୂଲ୍ୟବୋଧ ସାମ୍ବାଦିକତା ଆଲୋଚନା ଚକ୍ରକୁ ନେଇ ଅନୁଷ୍ଠିତ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର
Read More...

ଡକାୟତି ଉଦ୍ୟମ ପଣ୍ଡ : ୫ ଅଭିଯୁକ୍ତଙ୍କ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଶନିବାର ୮ ଓ ୯ ତାରିଖ ରାତିରେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଏସ୍ଆଇ ଜି ଏନ୍ ଗରଡିଆ ତାଙ୍କ ପୋଲିସ୍ କର୍ମଚାରୀଙ୍କ ସହିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂଚନା ପାଇବା ପରେ ସେମାନେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ସେମାନେ
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକିଆ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟି ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଶୀର୍ଷକ ପ୍ରୀତି, ପ୍ରଣୟ ଓ ପରକୀୟା, ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ଉପରେ ଆଲୋଚନା ଆସର କରାଯାଇଥିଲା । ସ୍ୱର୍ଗୀୟ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଉପରେ କବିତା ପାଠୋତ୍ସବ ଅନୁଷ୍ଠିତ
Read More...

ରାଜ୍ୟସ୍ତରୀୟ ବାଲିଯାତ୍ରା ବୈଭବ ସାରସ୍ଵତ ସମ୍ମିଳନୀ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୮୬ ତମ ରାଜ୍ୟସ୍ତରୀୟ ବାଲିଯାତ୍ରା ବୈଭବ ସାରସ୍ଵତ ସମ୍ମିଳନୀ ଏବଂ "ବାଲିଯାତ୍ରା ବୈଭବ" ପତ୍ରିକାର ଉନ୍ମୋଚନ ପର୍ବ ମୁନିସପାଲ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ
Read More...

‘କୋଶଳ ପ୍ରବାହ’ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଦଶମ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୱିନର୍ ଫେଷ୍ଟ ଗତ କାଲି ବିଦ୍ୟାଳୟର ଖୁଣ୍ଟପାଲି ପରିସରରେ ସମାପନ ହୋଇଛି । ଏହି ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଚାଲିଥିଲା । ଏହି ଉତ୍ସବ ନାରୀ ସଶକ୍ତିକରଣ ଉପରେ ଆଧାରିତ ଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସ୍ଵାଗତ ଭାଷଣ
Read More...