ବିଶ୍ୱ ଓଜୋନ୍ ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଜୋନ୍ ହେଉଛି ତିନୋଟି ଅମ୍ଳଜାନ ପରମାଣୁରେ ଗଠିତ ଏକ ଅଣୁ, ଯାହା ପ୍ରାୟତ ଓ୩ ଭାବରେ ସୂଚିତ । ଓଜୋନ ସ୍ତର ପୃଥିବୀ ପୃଷ୍ଠରୁ ପ୍ରାୟ ୧୫-୩୦ କିଲୋମିଟର ଉପରେ ଥିବା ଷ୍ଟ୍ରାଟୋସ୍ପିୟରରେ ଅବସ୍ଥିତ ଥାଏ । ଏହା ସମଗ୍ର ଧରିତ୍ରୀ ଗ୍ରହକୁ ଆଚ୍ଛାଦନ କରେ!-->…
Read More...
Read More...