ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟିର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକକୁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟି ବୁଧବାର ଗସ୍ତ କରିଥିଲେ । ଏହି ଅବସରରେ ଭାନପୁର ପଞ୍ଚାୟତ ତୁର୍ଲା ଗାଁକୁ ଗସ୍ତ କରିଥିଲେ । ଘର ଘର ବୁଲି ସର କାରୀ ଯୋଜନାର!-->…
Read More...
Read More...