ଏନ୍ଏଚ୍ ୨୬ ଉପରେ ପଡ଼ିଲା ଗଛ : ଅଟକିଲା ଆମ୍ବୁଲାନ୍ସ, ଗଛକୁ ହଟାଇଲେ ଅଗ୍ନିଶମ ବିଭାଗ
ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ରେ ବଲାଙ୍ଗିର ଦେଓଗାଁ ରାସ୍ତାର ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ନିକଟରେ ସନ୍ଧ୍ୟାରେ ଏକ ବିରାଟକାୟ ତେନ୍ତୁଳି ଗଛ ପଡ଼ି ଯାଇଥିବାରୁ ଦୀର୍ଘ ସମୟ ଧରି ରାସ୍ତାରେ ଯିବା ଆସିବା ଠପ୍ ହୋଇ ଯାଇଥିବା ସୂଚନା ମିଳିଛି ।!-->…
Read More...
Read More...