ଓସିଏସ୍ ପାଇଲେ ଟିଟିଲାଗଡ଼ର ହେମରାଜ କୁମ୍ଭାର
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଇସ୍କୁଲ ପଡ଼ାରେ ରହୁଥିବା ମୁରିବାହାଲ ବ୍ଲକ କନ୍ଦାଖାଲ ଗ୍ରାମର ମାଗି କୁମ୍ଭାରଙ୍କ ପୁଅ ହେମରାଜ କୁମ୍ଭାର ଓସିଏସ୍ ପରୀକ୍ଷାରେ ୨୫୪ ର୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଖବର ପ୍ରଚାରିତ ହେବା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।!-->…
Read More...
Read More...