ବାଲିହୁଙ୍କା, କାକ୍ୟାଣପୁର, ଧନକେରାରେ ୩ ଟି ପ୍ରକଳ୍ପର ଶୁଭାରମ୍ଭ କଲେ ବିଧାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ଷାଜଳ ଓ ନଦୀବନ୍ଧରୁ ଝରୁଥିବା ବନ୍ୟାଜଳ ଦୀର୍ଘ ପନ୍ଦର ବର୍ଷ ହେଲା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କଲ୍ୟାଣପୁର ପଂଚାୟତ ଅନ୍ତର୍ଗତ ବାଲିହୁଙ୍କା ଅନୁସୂଚିତ ବର୍ଗଙ୍କ ବସ୍ତିରେ ଜମି ରହି କର୍ଦମାକ୍ତ ହେବା ସହ ସାଧାରଣ ଜୀବନ ଯାତ୍ରା ଦୁର୍ବିସହ
Read More...

ଚୋରି ହୋଇଥିବା ୮ଟି ବାଇକ୍ ଓ ସ୍କୁଟିକୁ ଉଦ୍ଧାର କଲା ତରଭା ପୋଲିସ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଦୀର୍ଘ ମାସରୁ ବହୁ ସଂଖ୍ୟକ ବାଇକ ଓ ଚାରି ଚକିଆ ଗାଡ଼ି ଟ୍ରାକ୍ଟର ତଥା ଅନ୍ୟାନ୍ୟ ଗାଡ଼ିରୁ ବ୍ୟାଟେରୀ ଓ ଅନ୍ୟାନ୍ୟ ପାର୍ଟସ୍ ଚୋରି ହେବା ବିଷୟ ଏହି ଅଞ୍ଚଳର ଲୋକେ ଅଭିଯୋଗ କରି ଆସୁଥିଲେ । ତରଭା
Read More...

ପ୍ରଜ୍ଞା ଭାରତୀ ଆବାସିକ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟା ବିକାଶ ସମ୍ବଲପୁର ପକ୍ଷରୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପ୍ରଜ୍ଞା ଭାରତୀ ଆବାସିକ ବିଦ୍ୟାଳୟଠାରେ ବିକାଶ ଏପ୍ଟିଚିୟୁଟ (ଜ୍ଞାନ କୌଶଳ) ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ମୋମେଣ୍ଟୋ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା । ବିଦ୍ୟା
Read More...

ଡିସେମ୍ବର ୪ ତାରିଖରେ ଗନ୍ଧମାର୍ଦ୍ଦନ ପର୍ବତରେ ମା’ ଦୁର୍ଗେ ଦେବୀଙ୍କ ପୂଜନୋତ୍ସବ

-ପୀଠର ଉନ୍ନତିକରଣ ସହ ଲାଇଟ୍ ଓ ସିଡିର ବ୍ୟବସ୍ଥା ପାଇଁ ସରକାରଙ୍କୁ ନିବେଦନ କଲେ ସଭାପତି ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ପର୍ବତମାଳା ଶିଖରେ ଥିବା ମା' ଦୁର୍ଗେଦେବୀଙ୍କ ପୀଠରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମା' ଙ୍କ
Read More...

ପୁଅ ବାହାଘରରେ ବାପା ଯାଇଥିଲେ ବରାତି : ବର ବସିଥିବା କାର୍‌ ଧକ୍କାରେ ବାପାଙ୍କ ଚାଲିଗଲା ଜୀବନ

ବଲାଙ୍ଗିର : ଏମିତି ବି ଆସେ ମୃତ୍ୟୁ । ପୁଅ ବାହାଘରରେ ବାପା ଯାଇଥିଲେ ବରାତି । ଆଉ ବର ବସିଥିବା ସେହି ଗାଡ଼ି ଧକ୍କାରେ ଚାଲିଗଲା ବାପା । ଏମିତି ଏକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମଣ୍ଡଲ ଗ୍ରାମରେ ଘଟିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆମ୍ବପାଲି ଗ୍ରାମର
Read More...

ବଲାଙ୍ଗିରରେ ବଡ଼ ଦୁର୍ଘଟଣା : ଦୁର୍ଘଟଣାରେ ୩ ଆହତ ଟାଉନ ଥାନାରେ ଡ଼୍ରାଇଭର ଅଟକ

ବଲାଙ୍ଗିର : ବଲାଙ୍ଗିରରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାରେ ୩ ଆହତ । ଆହତ ମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ ରେ ଭର୍ତ୍ତି କରିଥିବା ଜଣାପଡିଛି । ବଲାଙ୍ଗିର ସମ୍ବଲପୁର ରାସ୍ତା ଗାନ୍ଧୀନଗର ପଡ଼ା ବଜାଜ ସୋ ରୁମ୍ ନିକଟରେ ଓଡ଼ି ଜ୦୩ଜେଡ୍ ନମ୍ବର ବିଶିଷ୍ଟ ଏକ
Read More...

ହ୍ୟୁମାନଙ୍କ ମେନେଜର ନାରେ ବଲାଙ୍ଗିର ଟାଉନ ଥାନାରେ ଏତଲା

ବଲାଙ୍ଗିର : ହ୍ୟୁମାନଙ୍କ ମେନେଜର ଯିବେ ଜେଲ । ବଲାଙ୍ଗିର ଟାଉନ ଥାନାରେ ହେଲା ଏତଲା । ମେନେଜର୍ ପପୁଙ୍କ ନାରେ ସାଙ୍ଘାତିକ ଅଭିଯୋଗ ଆଣି ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରାଯାଇଛି । ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରି ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇ ଖ୍ରୀଷ୍ଟିଆନ୍ ସମାଜର
Read More...

ବଲାଙ୍ଗିର ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା : ୨୭୨ଟି ପ୍ରକଳ୍ପ ପ୍ରଦର୍ଶିତ

ବଲାଙ୍ଗିର : ଆର. ଆର କଲୋନୀ ହାଇସ୍କୁଲରେ ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ମେଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ
Read More...

ଝରଣୀପାଲି ଗ୍ରାମପଞ୍ଚାୟତରେ ଧରତୀ ମାତା ବାଚାଓ ନିଗରାନୀ ସମିତି ଗଠନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଝରଣୀପାଲି ଗ୍ରାମପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ସୁନୀତା ସାହୁଙ୍କ ଅଧ୍ୟକ୍ଷତା ଓ ଆବାହକ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତଙ୍କ ପରିଚାଳନାରେ ଧରତୀ ମାତା ବଚାଓ ଅଭିଯାନ ଅନ୍ତର୍ଗତ ଧରତୀ
Read More...

ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୧୪ ବର୍ଷ ବାଳିକା ବିଭାଗରେ ବରଗଡ଼କୁ ହରାଇ ସୁନ୍ଦରଗଡ଼ ବିଜେତା ହୋଇଥିଲା ଓ ବରଗଡ଼ ଉପବିଜେତା ହୋଇଥିଲା । ଏହି ପ୍ରତିଯୋଗିତାରେ ମାଣ୍ଡୋସିଲ
Read More...