ଷ୍ଟେଟ୍‌ ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ବଲାଙ୍ଗିର ଶାଖାର ବୈଠକ

ସାମ୍ବାଦିକ ସୁରକ୍ଷା, ପେନସନ୍‌ ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ଦାବି ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ବଲାଙ୍ଗିର ଶାଖାର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ସଙ୍ଘ ଜିଲା ସଭାପତି ଶରତ…
Read More...

ବିଜେପୁରରେ ନାବାଳକକୁ ହତ୍ୟା ଅଭିଯୋଗ : ପୋଖରୀ କୂଳରୁ ମୃତଦେହ ଉଦ୍ଧାର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ କର୍ଣ୍ଣପା ଗ୍ରାମରେ ଜଣେ ସାତ ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁଜଣକ ହେଉଛନ୍ତି ରାଜିନ୍ଦ୍ର ଭୂଏଙ୍କ ପୁଅ ଆଶିଷ ଭୂଏ । ମିଳିଥିବା ସୂଚନା ଅନୁଯାୟୀ, ଗତ ୨୧ ତାରିଖ ଅପରାହ୍ନ…
Read More...

ବାରିପଦା ସହରରେ ସଫେଇ ବ୍ୟବସ୍ଥା ବିପର୍ଯ୍ୟସ୍ତ, ସଫେଇ ସଂସ୍ଥାକୁ ବ୍ଲାକ୍‌ ଲିଷ୍ଟ କରିବାକୁ ଭଞ୍ଜସେନାର ଦାବି

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ପୌରପାଳିକାର ସଫେଇ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି । ସହରର ବିଭିନ୍ନ ୱାର୍ଡରେ ଅଳିଆ ଆବର୍ଜନା ଜମି ରହୁଥିବା, ନିୟମିତ ଭାବେ ଅଳିଆ ଗାଡ଼ି…
Read More...

ଜିିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭେଟଘାଟ କାର୍ଯ୍ୟକ୍ରମ

ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ ଅମରେନ୍ଦ୍ର ଦଳକୁ ମଜବୁତ କରି ଲୋକଙ୍କ ସେବା କରିବୁ - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ବର୍ତ୍ତମାନ ଏକ ପ୍ରଚଣ୍ଡ ପରିବର୍ତ୍ତନର ସ୍ୱର ଆସୁଛି । ଛାତ୍ର, ଯୁବକ ଏବେ ଜନ ବିରୋଧି ସରକାରଙ୍କ ବିରୁଦ୍ଧରେ ସ୍ୱର ତୀବ୍ର କରିଛନ୍ତି ।…
Read More...

ମାନବିକତାର ପରିଚୟ – ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ କଲେ ରାଉରକେଲାର ସମାଜସେବୀ

ମିରର ଫାଉଣ୍ଡେସନ ଓ ରାମଟୋ ସ୍ୱର୍ଗବାହନ ସେବାର ମିଳିତ ସହଯୋଗ ରାଉରକେଲା, (ସସ୍ମିତା ପ୍ରଧାନ) : ମାନବିକତା ହିଁ ସବୁଠାରୁ ବଡ଼ ଧର୍ମ ବୋଲି ପ୍ରମାଣ କରି ଦେଖାଇଲେ ରାଉରକେଲାର ସମାଜସେବୀ । ବିଜୟାଦଶମୀର ପବିତ୍ର ଅବସରରେ ଜଣେ ଅଜଣା ଅଚିହ୍ନା ବୃଦ୍ଧ ବ୍ୟକ୍ତିଙ୍କ ଶେଷ ଯାତ୍ରାକୁ…
Read More...

ବିର୍ସା ମୁଣ୍ଡାଙ୍କ ୧୫୨ତମ ଜୟନ୍ତୀ ପାଳନ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦିବାସୀ ଟ୍ରାଇବାଲ ଫୋରମ୍ ଟ୍ରଷ୍ଟ ପକ୍ଷରୁ ଆସନ୍ତା ନଭେମ୍ବର ମାସ ୧୫ ତାରିଖରେ ଝିରପାଣିସ୍ଥିତ ବିଜୟ କ୍ଲବ ପଡ଼ିଆରେ ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ, ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୨ତମ ଜୟନ୍ତୀ ପାଳନ କରାଯିବ । ଏସମ୍ପର୍କରେ ଆୟୋଜିତ ଏକ…
Read More...

ଗ୍ରାମୀଣ ବିକାଶକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିବାକୁ ସରକାର ପ୍ରତିଶୃତି ବଦ୍ଧ : ଡ. ମହାଲିଙ୍ଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳର ବିକାଶ ତଥା ଉନ୍ନତିକରଣ ହେଉଛି ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ । ଏଥିପାଇଁ ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଣ ସାଙ୍ଗକୁ ଆବାସ ଯୋଜନାରେ ଗୃହ ପ୍ରଦାନ ଓ ଗାଁରେ ସହରୀ ସୁବିଧାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଦେଶ ସ୍ୱାଧୀନତାର…
Read More...

ଅଭିନନ୍ଦନ ସାହିତ୍ୟ ପରିଷଦର ବିଶେଷ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଭିନନ୍ଦନ ସାହିତ୍ୟ ପରିଷଦର ବିଶେଷ ଅଧିବେଶନ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ମର୍ଯ୍ୟାଦାରେ ମଧୁସୂଦନ ନାୟକ, ମୁଖ୍ୟବକ୍ତା ପ୍ରଫେସର ତରୁଣ କୁମାର ମିଶ୍ର ତଥା ସଂପାଦକ…
Read More...

ବୀରମିତ୍ରପୁର ବିଧାୟକଙ୍କ ଜନ ସମ୍ପର୍କ ପଦଯାତ୍ରା – ନୂଆଗାଁ ବ୍ଲକ

ବୀରମିତ୍ରପୁର, (କେପିଏନ୍‌ଏସ୍‌) : ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ ତେତାରକେଲା, ବାଗଦେଗା ଏବଂ ବାରିଲେପଟା ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଇକ ରାଲି ମାଧ୍ୟମରେ ଗାଁ ଗାଁ ବୁଲି ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତୀର୍କ ଲୋକଙ୍କ ସୁଖଦୁଃଖ ବୁଝିଛନ୍ତି…
Read More...

ପାହାଡ଼ ଉପରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଧର୍ମଗଡ଼ : ପାହାଡ଼ରେ ପ୍ରେମୀଯୁଗଳଙ୍କ ମୃତଦେହ । ବନ୍ଧା ହୋଇଥିଲା ହାତଗୋଡ଼, ହତ୍ୟା ସନ୍ଦେହ । ୫ ଦିନ ହେଲା ସେମାନଙ୍କର କୌଣସି ଖୋଜଖବର ମିଳୁ ନଥିଲା । ଡଙ୍ଗରୀ ପାହାଡ଼ ଉପରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ହାତଗୋଡ଼ ବନ୍ଧା ହୋଇଥିବାରୁ…
Read More...