କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି : ସିଟ୍ କଭର ସିଲେଇ ମେସିନ୍ ଲୁଟ୍

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରର ୱାର୍ଡ ନଂ-୧୫ ସତନାମି ପଡ଼ାରେ ଥିବା ଏକ ଗାଡ଼ି ସିଟ୍ କଭର ତିଆରି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୋକାନର କବାଟ କିଳି ଭାଙ୍ଗି ଦୁର୍ବୃତ୍ତମାନେ ଭିତରେ ପଶି ସିଟ୍ କଭର ସିଲେଇ ମେସିନ୍ ସମେତ ଅନ୍ୟାନ୍ୟ ଜିନିଷ ଚୋରି…
Read More...

ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉଲ୍ଲାସର ପରିବେଶ ମଧ୍ୟରେ ବାଲିଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରସ୍ଥିତ ଦୁର୍ଗା ମଣ୍ଡପରେ ପୂଜା…
Read More...

ବାଙ୍କେଲ ଡ୍ୟାମ ପାଣିରୁ ୪ ଦିନ ଧରି ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଡ୍ୟାମ ପାଣିରୁ ଗତ ୪ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଟିଟିଲାଗଡ ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର ଗଳିତ ମୃତଦେହଟି ବାଙ୍କେଲ ପଞ୍ଚାୟତ ବାଲିପଦର…
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ଆଜି ବହୁଡ଼ିବେ ଦେବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରାର ବଉରାପିଟାଗୁଡ଼ିରୁ ନିଶିଗୁଡ଼ି ଖଳାକୁ ରବିବାର ସକାଳ ୯ଟାରେ ମା' ପାଟଖଣ୍ଡା ଦେବୀଙ୍କ ଆଗମନ ହୋଇଯାଇଛି । ସେହିପରି ଅପରାହ୍ନ ୧ଟା ପରେ ଜେନାପୂଜା ଓ ବିରୁପାଣି ପୂଜା ଏବଂ ରାତ୍ର ୯ଟାରେ ନିଶିଗୁଡ଼ି ଖଳାରେ ଯାତ୍ରା…
Read More...

ସର୍ବଭାରତୀୟ ଦେଓଗାଁ କପ୍ କ୍ରିକେଟ : ସେମିରେ ବୁଲେଟ୍ ଏକାଦଶ କଳାହାଣ୍ଡି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନେହେରୁ ଖେଳପଡ଼ିଆରେ ଦେଓଗାଁ କ୍ରିକେଟ ସଂଘ ପକ୍ଷରୁ ବୁଧବାର ଦିନରୁ ହୋଇ ଆସୁଥିବା ଦେଓଗାଁ ପ୍ରଥମ ସର୍ବଭାରତୀୟ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ତୃତୀୟ ଦିନରେ ବୁଲେଟ୍ ଏକାଦଶ କଳାହାଣ୍ଡି, ଆଭାନ୍ସ ଏଣ୍ଡ ଆୟାନ୍ସ ଏକାଦଶ ଦେଓଗାଁ, ଷ୍ଟାର୍ ସିଉଲା…
Read More...

କଳ୍ପବାସିନୀ ପୀଠରେ ନବରାତ୍ରୀ ପୂଜା ସମ୍ଭାର ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ସାହିର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀଠାକୁରାଣୀ ନାମରେ ପରିଚିତ ଦେବୀ କଳ୍ପବାସିନୀ ପୀଠରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜା ତଥା ନବରାତ୍ରୀ ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ…
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ବ୍ରହ୍ମପୁର ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ଼ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନରେ ଅନ୍ତର୍ରାଷ୍ଟ୍ରିୟ ମୁଖ୍ୟାଳୟ, ମାଉଣ୍ଟଆବୁର ଧାର୍ମିକ ବିଭାଗ ସଂଯୋଜକ, ଦୀର୍ଘ ୪୬ବର୍ଷର ଈଶ୍ୱରୀୟ ଅନୁଭୂତି ସମ୍ପନ୍ନ ରାଜଯୋଗୀ…
Read More...

ଷ୍ଟେଟ୍‌ ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ବଲାଙ୍ଗିର ଶାଖାର ବୈଠକ

ସାମ୍ବାଦିକ ସୁରକ୍ଷା, ପେନସନ୍‌ ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ଦାବି ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ବଲାଙ୍ଗିର ଶାଖାର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ସଙ୍ଘ ଜିଲା ସଭାପତି ଶରତ…
Read More...

ବିଜେପୁରରେ ନାବାଳକକୁ ହତ୍ୟା ଅଭିଯୋଗ : ପୋଖରୀ କୂଳରୁ ମୃତଦେହ ଉଦ୍ଧାର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ କର୍ଣ୍ଣପା ଗ୍ରାମରେ ଜଣେ ସାତ ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁଜଣକ ହେଉଛନ୍ତି ରାଜିନ୍ଦ୍ର ଭୂଏଙ୍କ ପୁଅ ଆଶିଷ ଭୂଏ । ମିଳିଥିବା ସୂଚନା ଅନୁଯାୟୀ, ଗତ ୨୧ ତାରିଖ ଅପରାହ୍ନ…
Read More...

ବାରିପଦା ସହରରେ ସଫେଇ ବ୍ୟବସ୍ଥା ବିପର୍ଯ୍ୟସ୍ତ, ସଫେଇ ସଂସ୍ଥାକୁ ବ୍ଲାକ୍‌ ଲିଷ୍ଟ କରିବାକୁ ଭଞ୍ଜସେନାର ଦାବି

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ପୌରପାଳିକାର ସଫେଇ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି । ସହରର ବିଭିନ୍ନ ୱାର୍ଡରେ ଅଳିଆ ଆବର୍ଜନା ଜମି ରହୁଥିବା, ନିୟମିତ ଭାବେ ଅଳିଆ ଗାଡ଼ି…
Read More...