ସୁଧ ଟଙ୍କା ପାଇଁ ଘରେ ପଶି ମହିଳାଙ୍କୁ ମାଡ଼, ୨ ଝିଅଙ୍କୁ ଅପହରଣ ଧମକ
ଭୁବନେଶ୍ୱର : ସୁଧ ଟଙ୍କା ଆଦାୟ ପାଇଁ ଘରେ ପଶି ଆତଙ୍କରାଜ୍ । ୫ରୁ ୬ ଜଣ ଯୁବକଙ୍କୁ ସାଙ୍ଗରେ ନେଇ ତିନି ଜଣ ମହିଳାଙ୍କୁ ମାଡ଼ ମାରିବା ସହ ଦୁଇ ଝିଅଙ୍କୁ ଅପହରଣ କରିବାକୁ ଧମକ ଦେଇଥିବା ଜଣେ ମହିଳା ସୁଧ ବେପାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା!-->…
Read More...
Read More...