ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ନଭେମ୍ବର ୧ ତାରିଖରେ ପାଳିତ ହେବାକୁ ଥିବା ଐତିହାସିକ ‘ବଲାଙ୍ଗିର ଦିନ’ ଉପଲକ୍ଷେ ସହରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କ୍ରମରେ ପ୍ରଥମ କାର୍ଯ୍ୟକ୍ରମ ଭାବେ ସ୍ଥାନୀୟ ପ୍ରମୁଖ ସାମାଜିକ ସଂଗଠନ 'ନାରୀ ଶକ୍ତି!-->…
Read More...
Read More...