ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେଲେ : ରାଷ୍ଟ୍ରପତି

ପ୍ରକୃତ ଅର୍ଥରେ ବିକାଶ ହାସଲ କରିବା ପାଇଁ ଆମକୁ ମହିଳାମାନଙ୍କର ସମାନ ଅଂଶ ଗ୍ରହଣ ସୁନିଶ୍ଚିତ କରିବାକୁ ପଡିବ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁବିକଶିତ ଭାରତର ମୂଳଦୁଆ ଭାବେ ନାରୀଶକ୍ତିକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଶ୍ରମ ସଂହିତା ମହିଳା ସଶକ୍ତି କରଣ ଏବଂ ସ୍ୱୟଂ
Read More...

ଦେଓଗାଁ ଜଗନ୍ନାଥ ମନ୍ଦିର ପୂଜକଙ୍କ ମାତୃ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧ଟା ସମୟରେ ଦେଓଗାଁ କଛାରପାଲି ଜଗନ୍ନାଥ ମନ୍ଦିର ପୂଜକ ପ୍ରଦ୍ୟୁନ୍ନ ପାଣିଗ୍ରାହୀଙ୍କ ମାଁ ତଥା ମନ୍ଦିର ପୂଜକ ସ୍ୱର୍ଗତ ବୈଷ୍ଣବ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ପଦ୍ମାବତୀ ଦାଶ ୭୭ ବର୍ଷିଆଙ୍କ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ଏକ ମାତ୍ର ପୁଅ
Read More...

ମନରେଗା ଯୋଜନାରେ ଶ୍ରମିକ ବଦଳେ ମେସିନରେ କାମ : ଭିଡିଓ ଭାଇରାଲ ପରେ ଚର୍ଚ୍ଚା

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଜୁରାବନ୍ଦ ପଞ୍ଚାୟତ ଅନ୍ତର୍ଗତ ଡୁକେରଚଚରା ଗାଁରେ ମନରେଗା ଯୋଜନାରେ ହେଉଥିବା ଏକ କାମକୁ ନେଇ ବର୍ତ୍ତମାନ ବଡ଼ ବିବାଦ ସୃଷ୍ଟି ହୋଇଛି । ଗାଁର ତେତେଲମୁଣ୍ଡା ଟେଙ୍କର ମାଟି ଉନ୍ନତିକରଣ କାମ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର
Read More...

ଘୁନସରରେ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ହାଟପଦା ନିକଟରେ ସରକାରୀ ଜମିକୁ ଦୀର୍ଘଦିନ ଧରି କେତେକ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ଦୋକାନ ନିର୍ମାଣ କରି ରହିଥିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଗ୍ରହଣ କରାଯାଇଛି । ଦୀର୍ଘଦିନ ଧରି ସରକାରୀ
Read More...

କେସିଙ୍ଗାରେ ଦିବାରାତ୍ରି ଏମ୍ ପି ଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ପ୍ରଥମଥର ପାଇଁ ମାରୱାଡି ୟୁବା ମଞ୍ଚ ପକ୍ଷରୁ ମାରୱାଡି ପ୍ରିମିୟମ ଲିଗ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଏମ୍ ପି ଏଲ୍ ଭାରତୀୟ କ୍ରୀଡ଼ା ପ୍ରେମୀମାନଙ୍କ ପ୍ରିୟ ଆଇ ପି ଏଲ୍ ପରି ନିୟମ ଓ
Read More...

ଟିଟିଲାଗଡ ଓମଭ୍ୟାଲି ସ୍କୁଲରେ ଛାତ୍ର ଓ ଅଭିଭାବକଙ୍କ ଅଭିନନ୍ଦନ ଉତ୍ସବ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓମ ଭ୍ୟାଲି ସ୍କୁଲରେ ରବିବାର ସନ୍ଧ୍ୟାରେ ଫିଲିଆଲ୍ ସେରିମୋନି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାଶ, ସମ୍ମାନିତ ଅତିଥି ଭାବେ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଲିଗାଲ ଏଡ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଲାୟନ ବିନ୍ଦୁ ସାହୁ ଓ ବଲାଙ୍ଗିର ସାଇବର୍ ପୁଲିସ ଭାରତୀ ନାୟକ ଯୋଗଦେଇ ନାରୀ ସଶକ୍ତିକରଣ, ସଶକ୍ତ ସମାଜ ବିଷୟରେ
Read More...

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଶନିବାର ୧୦.୩୦ ମିନିଟରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ବିଶ୍ୱ ମହିଳା ଦିବସ ପାଳନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ, ବରିଷ୍ଠ ଶିକ୍ଷକ ଅଜୟ କୁମାର ରାଉତଙ୍କ ଆବାହକତ୍ୱ
Read More...

ମା’ଙ୍କ ଆଶିର୍ବାଦ ଭିକ୍ଷା କଲେ ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ମୂଳନିବାସୀ ତଥା ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଆଜି ସୋନପୁରରେ ପହଞ୍ଚି ପ୍ରଥମେ ଉଲୁଣ୍ଡା ବ୍ଲକ ତେଲେଣ୍ଡା ସ୍ଥିତ ମା' ରାମଚଣ୍ଡୀ ଓ ରଣେଶ୍ୱର ବାବା ଏବଂ ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ମା'
Read More...

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ପ୍ରଶାସନର କ୍ରୀଡା ବିଭାଗ ପକ୍ଷରୁ ସକାଳ ୮ଟା ବେଳେ ସ୍ଥାନୀୟ ସୁରେଶ୍ୱରୀ ମନ୍ଦିରରୁ ସୋନପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଶକ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ‘ଶକ୍ତିର ଗତି ରାଷ୍ଟ୍ରର ପ୍ରଗତି’
Read More...