ଗୋପାଳକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଟିଟିଲାଗଡ଼ର ୫୪ ଜଣ ଚାଷୀଙ୍କୁ ଋଣ ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାରେ ପ୍ରଥମ ଥର ଶାସନ ଗାଦିରେ ବସିଥିବା ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀଙ୍କ ସରକାର ଆସିବାର ଏକ ବର୍ଷ ଭିତରେ ଗୋପାଳକ ତଥା ଚାଷୀ ମାନଙ୍କ ନିମନ୍ତେ କାମଧେନୁ ଯୋଜନା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଉପଖଣ୍ଡ ପ୍ରାଣୀ
Read More...

ବିକାଶୀୟ ବିଳମ୍ବିତ ଶିଶୁମାନଙ୍କ ପାଇଁ ଖେଳାଧାରିତ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ତିନିଦିନିଆ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କମ୍ପୋଜିଟ୍ ରିଜିଅନାଲ୍ ସେଣ୍ଟର (ସିଆର୍‌ସି) ପକ୍ଷରୁ ବିକାଶୀୟ ବିଳମ୍ବିତ ଶିଶୁମାନଙ୍କ ପାଇଁ ଖେଳାଧାରିତ ଶିକ୍ଷାକୁ ପ୍ରୋତ୍ସାହନ” ପାଇଁ ତିନିଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସ୍ୱତନ୍ତ୍ର ଶିକ୍ଷା ବିଭାଗ ସିଆର୍‌ସି
Read More...

୨୨ତମ ଖୁଦୁରୁକୁଣୀ ମହୋତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉତ୍କଳ ମାଟିର ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟର ଗାଥା ବହନ କରୁଥିବା ଖୁଦୁରୁକୁଣୀ ପୂଜା ଇତି ମଧ୍ୟରେ ଶେଷ ହୋଇଛି । କିନ୍ତୁ ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ସର୍ବପୁରାତନ ଗ୍ରାମ ସୁନ୍ଦରପଦାରେ ଦେଖିବାକୁ ମିଳିଛି, ଏକ ଅନନ୍ୟ ମହୋତ୍ସବ ।
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗରେ ନିବେଶକ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ମିଳିତ ଆନୁକୂଲ୍ୟରେ, ସେବି (SEBI) ପ୍ରାୟୋଜିତ ଏକ ନିବେଶକ ସଚେତନତା କାର୍ଯ୍ୟକ୍ରମ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଏହି
Read More...

ଖପ୍ରାଖୋଲ ବ୍ଲକରେ ପୁଣି ମନରେଗା ଟଙ୍କା ଆତ୍ମସାତ ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଅଭିଯୋଗ ମନରେଗା ଯୋଜନାରେ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ମଙ୍ଗଳବାର ଲୁହାସିଂହା ପଞ୍ଚାୟତର
Read More...

୧୭ ସେପ୍ଟେମ୍ବରରେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’ ଏବଂ ଅଷ୍ଟମ ପୋଷଣ ମାସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନିଜ ନିଜ ଅଞ୍ଚଳରେ ଏହି ସଚେତନତା ଅଭିଯାନରେ ଅଂଶଗ୍ରହଣ କରିବାକୁ ସବୁ ଦେଶବାସୀଙ୍କୁ ଅନୁରୋଧ : ଅନ୍ନପୂର୍ଣ୍ଣା ଦେବୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ସେପ୍ଟେମ୍ବର ୨୦୨୫ରେ 'ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ' ଶୁଭାରମ୍ଭ କରିବାକୁ ଯାଉଛନ୍ତିଫ
Read More...

୨୦୨୫ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଥିରୁ ସିପି ରାଧାକୃଷ୍ଣନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଥିରୁ ସିପି ରାଧାକୃଷ୍ଣନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଗୋଟିଏ ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି :‘‘୨୦୨୫ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଥିରୁ ସିପି ରାଧାକୃଷ୍ଣନଙ୍କୁ
Read More...

ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କଲେ ପ୍ରଧାନମନ୍ତ୍ରୀ

ଗୁରୁଦାସପୁରରେ ଏକ ବୈଠକରେ ପ୍ରଧାନମନ୍ତ୍ରୀ ବନ୍ୟା ପରିସ୍ଥିତି ଏବଂ କ୍ଷୟକ୍ଷତି ଆକଳନ ଓ ସମୀକ୍ଷା କଲେପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବ ପାଇଁ ୧୬୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ, ଯାହାକି ରାଜ୍ୟ ପାଖରେ ପୂର୍ବରୁ ଥିବା ୧୨,୦୦୦ କୋଟି ଟଙ୍କା ବ୍ୟତୀତ ଅତିରିକ୍ତ ଭାବେ
Read More...

ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ : ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ହେବ…

• ୟୁଏଇର ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗର ଅଧ୍ୟକ୍ଷାଙ୍କୁ ଭେଟିବେ• ଦୁବାଇରେ ଆଇଆଇଏମ, ଅହମ୍ମଦବାଦ କ୍ୟାମ୍ପସର ହେବ ଉଦଘାଟନ• ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ ସହ ଅଟଳ ଇନକ୍ୟୁବେସନ୍ ସେଣ୍ଟର ହେବ ଲୋକାର୍ପଣ• କନସୁଲେଟରେ 'ଏକ ପେଡ୍ ମା କେ
Read More...

ହିମାଚଳ ପ୍ରଦେଶର ବନ୍ୟାପୀଡ଼ିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

କାଙ୍ଗଡ଼ାରେ ବୈଠକ କରି କ୍ଷୟକ୍ଷତିର ଆକଳନ ଓ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀବନ୍ୟାପୀଡ଼ିତ ହିମାଚଳ ପ୍ରଦେଶ ପାଇଁ ୧୫୦୦ କୋଟି ସହାୟତା : ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାପ୍ରଧାନମନ୍ତ୍ରୀଙ୍କ ଅନୁକମ୍ପା ସହାୟତା : ମୃତକ ପରିବାରକୁ ୨ ଲକ୍ଷ, ଆହତଙ୍କୁ ୫୦,୦୦୦ପ୍ରଭାବିତ ପରିବାରଙ୍କୁ ଭେଟି
Read More...